ନାସା-ଇସ୍ରୋର ‘ନିସାର ମିଶନ’ର ସଫଳ ଉତ୍କ୍ଷେପଣ, ବୈଜ୍ଞାନିକମାନେ ଖୁସି
ନିସାର୍ ଉପଗ୍ରହର ସଫଳ ଉତ୍କ୍ଷେପଣ । ବିପର୍ଯ୍ୟୟ ମୁକାବିଲାରେ ନିସାର୍ ଆଣିବ ବୈପ୍ଳବିକ ପରିବର୍ତ୍ତନ । ଏବେ କାମଚାଟକା ପରି ଭୂମିକମ୍ପ କିମ୍ବା ସୁନାମି ପୂର୍ବରୁ ବିପଦ ସାଇରନ୍ ବାଜିବ । ଏହି ଉପଗ୍ରହ କାମଚଟକା ପରି ଭୂମିକମ୍ପ ଏବଂ ସୁନାମି ବିଷୟରେ ଆଗୁଆ ସୂଚନା ପ୍ରଦାନ କରି ଲକ୍ଷ ଲକ୍ଷ…