Browsing Tag

nasa

ଆସନ୍ତା ୫ ଦିନ ମଧ୍ୟରେ ପୃଥିବୀ ପୃଷ୍ଠ ମଧ୍ୟ ଦେଇ ଅତିକ୍ରମ କରିବ ବିଶାଳକାୟ ଉଲକା ପିଣ୍ଡ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସାର ସୂଚନା ଅନୁଯାୟୀ, ୨୪ ଜୁଲାଇ ରାତି ୧୨ଟାରେ ଅନ୍ତରୀକ୍ଷରୁ ଏକ ବଡ଼ ବିପଦ ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି। ବିଗ ବେନ ଭଳି ବିଶାଳକାୟ ଆଷ୍ଟ୍ରଏଡ ବା ଉଲକା ପିଣ୍ଡ ପ୍ରତି ସେକେଣ୍ଡରେ ୮ କିଲୋମିଟର ଗତିରେ ପୃଥିବୀର ନିକଟତର ହେଉଛି। ଏହାର ନାମ Asteroid…

ମହାକାଶ ଷ୍ଟେସନ୍‌ରେ ବଢ଼ୁଛି ଲଙ୍କା ଗଛ, ୨ ମାସ ପରେ ଫଳିବ କଞ୍ଚା ଲଙ୍କା

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍‌ରେ ୪୮ ହାଚ୍‌ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ପଠାଯାଇଥିଲା । ସ୍ପେସ୍‌ଏକ୍ସ କାର୍ଗୋ ଜାହାଜରେ ତାହା ଜୁନ୍‌ ୫ ତାରିଖରେ ବାହ୍ୟ କକ୍ଷପଥରେ…

ସ୍ପେସ୍‌ ଷ୍ଟେଶନରେ କପଡ଼ା ଧୋଇବା ପାଇଁ ଡିଟର୍ଜେଣ୍ଟ ପଠାଇବ NASA, ଏବେ ମଇଳା କପଡ଼ାକୁ ମହାକାଶରେ ହିଁ ଫିଙ୍ଗି ଦେଉଛନ୍ତି…

ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ(NASA) ଏବେ ମହାକାଶକୁ ଡିଟର୍ଜେଣ୍ଟ ପଠାଇବ। ମହାକାଶଚାରୀମାନଙ୍କ ଚଳଣୀକୁ ଆହୁରି ଆରାମଦାୟକ କରିବା ପାଇଁ ନାସା ଏମିତି କିଛି କରିବାକୁ ଯାଉଛି। ମହାକାଶରେ ଜୀବନ ବହୁତ ମୁସ୍କିଲ ହୋଇଥାଏ। ସେଠାକାର ରହସ୍ୟକୁ ଜାଣିବା ପାଇଁ ଦିନ ଦିନ,…

ମିଳିଲା ଆଉ ଗୋଟେ ନୂଆ ଗ୍ରହ, ପୃଥିବୀ ଭଳି ଅନ୍ୟ ଏକ ଗ୍ରହର ସନ୍ଧାନ କଲା ନାସା

ମହାକାଶରେ ନୂଆ ପୃଥିବୀର ସନ୍ଧାନ । ସୌରମଣ୍ଡଳ ବାହାରେ ପୃଥିବୀ ଭଳି ଆଉ ଗୋଟିଏ ଗ୍ରହ ଖୋଜି ବାହାର କରିଛି ଆମେରିକାର ପ୍ରତିରକ୍ଷା ଗବେଷଣ ସଂସ୍ଥା ନାସା । ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ନୂଆ ଏକ୍ସୋପ୍ଲାନେଟ୍‌ ସନ୍ଧାନ ମିଳିଛି । ଏହି ଗ୍ରହର ନାଁ ରଖାଯାଇଛି TOI-1231b । ନାସା…

ମଙ୍ଗଳ ଗ୍ରହର ମାଟି ପୃଥିବୀ ପୃଷ୍ଠକୁ ଆଣିବ ନାସା, ଏଥିପାଇଁ ଖର୍ଚ୍ଚ କରିବ ୯ ଆରବ ଡଲାର

ନୂଆଦିଲ୍ଲୀ :  ଆମେରିକୀ ସ୍ପେସ୍‌ ଏଜେନ୍ସି ନାସା (NASA) ତିନୋଟି ମିଶନରେ ମଙ୍ଗଳ ଗ୍ରହରୁ ୨ ପାଉଣ୍ଡ (ପ୍ରାୟ ୧ କିଲୋଗ୍ରାମ ) ମାଟି ଆଣିବ । ଏହି ମାଟି ପୃଥିବୀ ପୃଷ୍ଠକୁ ଆଣିବା ପାଇଁ ପ୍ରାୟ ୧ ଦଶନ୍ଧୀ ସମୟ ଲାଗିପାରେ । ଏଥିପାଇଁ ନାସା ଖର୍ଚ୍ଚ କରିବ ୯ ଆରବ ଡଲାର । ଯଦି ଏହା ସମ୍ଭବ ହୁଏ…

ମଙ୍ଗଳ ଗ୍ରହରେ ହେଲିକପ୍ଟର ଶବ୍ଦକୁ କରାଗଲା ରେକର୍ଡିଙ୍ଗ, ଥରେ ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ତରଫରୁ ଏକ ପୋଷ୍ଟ ସେୟାର କରାଯାଇଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟରର ଫଟୋ ସହ ଭିଡିଓ କ୍ଲିପ ରିଲିଜ ହୋଇଛି । ଏହି ନାଲି ଗ୍ରହରେ ତାହାର ଶବ୍ଦକୁ ମଧ୍ୟ ରେକର୍ଡିଙ୍ଗ କରାଯାଇଛି । ଯାହା…

ନାସାରେ ଓଡ଼ିଆଙ୍କ କମାଲ: ରୋଭର ଚ୍ୟାଲେଞ୍ଜରେ ଓଡ଼ିଶା ତୃତୀୟ

କଟକ: ନାସାରେ ଓଡ଼ିଆଙ୍କ କମାଲ । ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ଭାଗ ନେଇଥିଲେ ୧୦ ଜଣ ଛାତ୍ର । କଟକ ୪୨ ମୌଜା ଅନୀଲ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ଟିମ ରୋଭର ପ୍ରସ୍ତୁତ କରିଛି । ଏହି ରୋଭର ଚନ୍ଦ୍ର…

NASA ରୋଭର ଟେକ୍ନିକ୍‌ରୁ ତିଆରି ହେବ ୟୁନିକ୍‌ ସାଇକେଲ, ଯାହାର ଚକରେ ନ ଥିବ ପବନ

ସାଇକେଲ ଚଲାଇବା ବେଳେ ସାଧାରଣତଃ ଚକରେ ପର୍ଯ୍ୟାପ୍ତ ପବନ ଅଛି କି ନାହିଁ, ତାହାକୁ ନେଇ ସବୁବେଳେ ଚିନ୍ତା ଲାଗିରହିଥାଏ। କିନ୍ତୁ ନାସା ଏବେ ଏମିତି ଏକ ଟେକ୍ନିକ୍‌ ବାହାର କରିଛି, ଯେଉଁଥିରେ ସାଇକେଲରେ ପବନ ଭରିବାର କୌଣସି ଆବଶ୍ୟକତା ନାହିଁ। ନାସା ଚନ୍ଦ୍ର ଏବଂ ମଙ୍ଗଳ ରୋଭର ମିଶନ ପାଇଁ ଏହି…

ଜଳୁଛି ବାଘଙ୍କ ଘର ‘ଶିମିଳିପାଳ’, ନାସା ସେୟାର କଲା ଭୟଙ୍କର ଚିତ୍ର

ଶିମିଳିପାଳ ଅଭୟାରଣ୍ୟ, ସୁନ୍ଦର୍ ଯେମିତି ଭୟଙ୍କର ବି ସେମିତି। କାରଣ ଏଠାରେ ଅଛି ବ୍ୟାଘ୍ର ଅଭୟାରଣ୍ୟ। ଶିମିଳିପାଳରେ ୨୬୭ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ହାତୀ, ଚିତା, ବାଘ, ସମ୍ବର, ବାରହା, ଜଙ୍ଗଲୀ ବିଲେଇ, ହରିଣ ଏଭଳି ଅନେକ ପଶୁଙ୍କ ଘର ଏହି ଜଙ୍ଗଲ। ଏଠାରେ ୯୫ ପ୍ରଜାତିର ଅର୍କିଡ…

ନାସାର ‘ରୋଭର’ ପଠାଇଲା ମଙ୍ଗଳ ଗ୍ରହର ନୂଆ ଫଟୋ, ଏଠି ଦେଖନ୍ତୁ ଲ୍ୟାଣ୍ଡିଂ ଏବଂ ଏହା ପରର ସମସ୍ତ ଫଟୋ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ବୁଧବାର ମଙ୍ଗଳ ଗ୍ରହରୁ ରୋଭର ଦ୍ୱାରା ପଠାଯାଇଥିବା ଏକ ବଢ଼ିଆ ଫଟୋ ଜାରି କରିଥିଲା। ଏଥିରେ ରୋଭର ଲ୍ୟାଣ୍ଡିଂ ସ୍ଥଳର ଏକ ମନୋରମ ଦୃଶ୍ୟ ଜାରି ହୋଇଥିଲା। ନାସା ପର୍ସିଭିୟରାନ୍ସ ରୋଭରକୁ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡିଂ କରାଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ…

ଇତିହାସ ରଚିଲା ନାସା, ବିଳମ୍ବିତ ରାତିରେ ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର

ନୂଆଦିଲ୍ଲୀ : ଇତିହାସ ରଚିଲା ନାସା । ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ୧୮ ତାରିଖ ବିଳମ୍ବିତ ରାତିରେ ନିଜର ମାର୍ସ ପ୍ରିଜରଭରାନ୍‌ସ ରୋଭରକୁ ଜେଜେରୋ କ୍ରେଟରରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରାଇଛି । ମଙ୍ଗଳ ଗ୍ରହରେ ସବୁଠୁ ବେଶୀ ରୋଭର ପହଁଚାଇବାରେ…

ନାସାର କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ

ନୂଆଦିଲ୍ଲୀ(କେ ନ୍ୟୁଜ): ଭାରତୀୟ ଆମେରିକୀୟ ଭବ୍ୟା ଲାଲଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ନାସା ପକ୍ଷରୁ ତାଙ୍କୁ ଅନ୍ତରୀକ୍ଷ ଏଜେନ୍ସିର କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ଭବ୍ୟା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ନାସାରେ ପରିବର୍ତ୍ତନ ସମ୍ବଦ୍ଧିତ…