Browsing Tag

nasa

O2O ଲେଜର୍‌ ସିଷ୍ଟମ କଣ? ଜାଣନ୍ତୁ କାହିଁକି ଆର୍ଟିମିସ୍‌ ଅଭିଯାନରେ ଏହାକୁ ସାମିଲ କରାଯିବ

ନାସାର ଆର୍ଟିମିସ୍‌ ମିଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏଥି ପାଇଁ ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରରେ ଓରିଓନ୍‌ ମହାକାଶ ଯାନ ସହିତ ଯୋଡ଼ିବା ପାଇଁ ଏହାର ଲେଜର୍‌ ସିଷ୍ଟମ ପହଞ୍ଚିଛି । ଓରିଓନ୍‌ ମହାକାଶ ଯାନ ଦ୍ୱାରା ଆର୍ଟିମିସ୍‌ ୨ ଅଭିଯାନର କ୍ରୁ ଚନ୍ଦ୍ରର ପରିକ୍ରମା…

ମହାକାଶକୁ କଣ ନେଇ ଯାଇ ପାରିବେ ମହାକାଶ ଯାତ୍ରୀ?

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ମହାକାଶ ଯାତ୍ରା କରିବା ପାଇଁ ମହାକାଶ ଯାତ୍ରୀଙ୍କର ବିଶେଷ ଦକ୍ଷତା ଥିବା ଜରୁରୀ ନୁହେଁ । ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାର ଖର୍ଚ୍ଚ ଉଠାଇବାରେ ସମର୍ଥ ହୋଇଥିବେ ସେ ମହାକାଶ ଯାତ୍ରା କରି ପାରିବେ । ମହାକାଶ ଯାତ୍ରା ପାଇଁ ନାସା ବା କୌଣସି ସ୍ପେସ୍‌ ଏଜେନ୍ସି…

ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ରକୁ ଯିବେ ମହାକାଶଚାରୀ, ୪ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା

ପ୍ରାୟ ୫୦ ବର୍ଷ ପରେ ଚନ୍ଦ୍ରକୁ ଯିବେ ମହାକାଶଚାରୀ । ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସା ସୋମବାର ଚାରି ଜଣ ସଦସ୍ୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛି ନାସା । ଭିକ୍ଟର ଗ୍ଲୋଭର,…

ପୃଥିବୀକୁ ଫେରିଲା ଐତିହାସିକ ଆର୍ଟିମିସ୍‌ -୧ ମିଶନ: ୪୦ ହଜାର କି.ମି ବେଗରେ ପ୍ରଶାନ୍ତ ମହାସାଗରରେ ପଡ଼ିଲା ଓରିଅନ୍‌…

କେନ୍ୟୁଜ୍: ଐତିହାସିକ ଆର୍ଟିମିସ୍‌ -୧ ମିଶନ । ନାସାର ଚନ୍ଦ୍ର ଅଭିଯାନ ଶେଷ । ପ୍ରଶାନ୍ତ ମହାସାଗରରେ ପଡ଼ିଲା ମହାକାଶଯାନ । ରାତି ପ୍ରାୟ ୧୧ଟା ୧୦ ମିନିଟରେ ଓରିଅନ୍‌ ସ୍ପେସ୍କ୍ରାଫ୍ଟ ପୃଥିବୀକୁ ଫେରିଛି । ଚନ୍ଦ୍ରରୁ ପୃଥିବୀକୁ ଫେରିଛି ଆର୍ଟେମିସ୍‌-ଓ୍ଵାନ୍‌ । ପ୍ରଶାନ୍ତ ମହାସାଗରରେ ପଡ଼ିଲା…

ନାସା କିଣିବ ଜାପାନ କମ୍ପାନୀରୁ ଚନ୍ଦ୍ର ଧୂଳି, ଆରମ୍ଭ ହେଉଛି ବଡ଼ ବ୍ୟବସାୟ

ବ୍ୟବସାୟ କରିବାକୁ ଇଚ୍ଛା କରୁଛନ୍ତି କି ? ଯଦି ଆମେ ଆପଣଙ୍କୁ କହିବୁ ଚନ୍ଦ୍ରରେ ଆପଣ ବ୍ୟବସାୟ କଲେ ଭଲ ରୋଜଗାର କରିବେ ତେବେ ହୁଏତ ଆପଣ ଭାବିବେ ଏହା ମିଛ କଥା। କିନ୍ତୁ ଏହା ସତ, ସେଥିପାଇଁ ତ ନାସା ଚନ୍ଦ୍ରକୁ ଏୟାର ଟାଇମସ୍ ମିଶନ୍ ଘୋଷଣା କରିଛି, ପୁଣି ମହାକାଶ ଖଣି ସ୍ପେସ୍ ମାଇନିଙ୍ଗ…

ଆଷ୍ଟ୍ରଏଡ୍‌ ମାଡି ଆସିଲେ ପୃଥିବୀର ସୁରକ୍ଷା କେମିତି ହେବ? ଆଜି ରାତିରେ ପ୍ରଥମ ମହାପରୀକ୍ଷଣ କରିବ ନାସା

କେନ୍ୟୁଜ୍(ବ୍ୟୁରୋ):  ପୃଥିବୀ ଉପରେ ମହାକାଶରୁ ବିପଦ ଆସିଲେ କଣ ହେବ? ସାଢ଼େ ଛଅ କୋଟି ବର୍ଷ ତଳେ ମହାକାଶରୁ ଆସିଥିବା ଏକ ଆଷ୍ଟ୍ରଏଡ୍‌ ଡାଇନୋସର ବଂଶ ଲୋପ କରି ଦେଇଥିଲା। ଭବିଷ୍ୟତରେ ମନୁଷ୍ୟଜଗତ ପ୍ରତି ଏପରି ବିପଦ ଏଡ଼ାଇ ହେବ କି? ବଡ଼ ଆଷ୍ଟ୍ରଏଡ୍‌ ବିପଦ ଆସିଲେ ପୃଥିବୀର ସୁରକ୍ଷା କେମିତି…

ପୃଥିବୀକୁ ବଞ୍ଚାଇବାକୁ ନାସାର ମହାଅଭିଯାନ, ମାଡ଼ି ଆସୁଥିବା ଗ୍ରହାଣୁର ବଦଳାଯିବ ଦିଗ

କେନ୍ୟୁଜ୍: ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁର ଦିଗ ବଦଳିଯିବ । ସ୍ପେସ୍‌ କ୍ରାଫ୍‌ଟ ବଦଳାଇ ଦେବ ଏହାର ଦିଗ । ମହାକାଶ ବିଜ୍ଞାନରେ ପ୍ରଥମ ଥର ପାଇଁ ଏଭଳି ଏକ ପରୀକ୍ଷା ହେଉଛି । ଆଜି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ପରୀକ୍ଷା କରିବ । ଭାରତୀୟ ସମୟ ରାତି ପାଖାପାଖି ୩ଟା…

ଆସନ୍ତା କିଛି ଘଣ୍ଟା ଭିତରେ ସବୁଠୁ ଶକ୍ତିଶାଳୀ ରକେଟ୍‌ର ଉତକ୍ଷେପଣ କରିବ ନାସା, ପୁଣି ଥରେ ଆରମ୍ଭ ହେବ ବହୁ…

କେନ୍ୟୁଜ୍(ବ୍ୟୁରୋ): ଆଜି ନାସାର ମୁନ୍‌ ମିଶନ । ପୁଣି ଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ । ଆସନ୍ତା କିଛି ଘଣ୍ଟା ଭିତରେ ସବୁଠୁ ଶକ୍ତିଶାଳୀ ରକେଟ୍‌ର ଉତକ୍ଷେପଣ କରିବ ନାସା । ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏସଏଲଏସର…

ନୂଆ ଗ୍ରହକୁ ଖୋଜି ପାଇଲା ଟେସ, ଯେଉଁଥିରେ ମିଳିଲା ପାଣି

ବିଶ୍ୱ ବ୍ରହ୍ମାଣ୍ଡରେ କେତେ ଯେ ରହସ୍ୟ ଲୁଚି ରହିଛି ଯାହାକୁ ଜାଣିବା କାହା ପକ୍ଷେ ସମ୍ଭବ ନୁହେଁ । ଏବେବି ବୈଜ୍ଞାନିକମାନେ ଲାଗିଛନ୍ତି ସେହି ରହସ୍ୟ ଉପରୁ ପରଦା ହଟାଇବାକୁ । ଆଉ ଏହି ରହସ୍ୟକୁ ବୁଝିବା ପାଇଁ ବି ଚେଷ୍ଟା କରି ଚାଲିଛନ୍ତି । ପ୍ରତିଦିନ ଲାଗିଛନ୍ତି କିଛି ନା କିଛି ରହସ୍ୟର…

୨୦୩୦ ସୁଦ୍ଧା ମଙ୍ଗଳରେ ପହଞ୍ଚିବ ନାସା, ଚନ୍ଦ୍ର ହେବ ବେସ୍‌ କ୍ୟାମ୍ପ

ଜହ୍ନରେ ହେବ ଜନବସତି । ୫୦ ବର୍ଷ ପରେ ଆର୍ଟିମସ୍‌ ମିଶନ ଜରିଆରେ ଜହ୍ନକୁ ଫେରୁଛିି ନାସା । ଆମେରିକାର ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ୧୯୭୨ରେ ଶେଷ ଥର ଲାଗି ଚନ୍ଦ୍ରରେ ପାଦ ଦେଇଥିଲା ମଣିଷ। ମିଶନ ଥିଲା ଆପୋଲୋ-୧୭ । ତା ପରଠାରୁ ଜହ୍ନ ମୁହାଁ ହୋଇ ନଥିଲା ନାସା। ୧୯୭୨ ପରଠାରୁ ଆଉ କେହି…

ଦୀର୍ଘ ୫୦ବର୍ଷ ପରେ ବି ଚନ୍ଦ୍ରରେ ରହିଛି ଆଷ୍ଟ୍ରୋନଟଙ୍କ ପାଦ ଚିହ୍ନ, ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ…ଜାଣନ୍ତୁ କାରଣ କଣ

ବର୍ତ୍ତମାନ ସମୟରେ ଯଦି କିଛି ନୂଆ ଘଟୁଛି ତେବେ ତାହା ସଂଗେ ସଂଗେ ଭାଇରାଲ ହେଉଚି । କୋଟି କୋଟି ଲୋକଙ୍କ ପାଖରେ ସେ ଖବର ଟଯାଇ ପହଞ୍ଚିଯାଉଛି । ଏମିତିରେ ଆପଣ ତ ଜାଣନ୍ତି ଲୋକଙ୍କର ବେଶୀ ଇଣ୍ଟ୍ରେଷ୍ଟ ହୁଏତ ସାଇନ୍ସ ନାହିଁ ତ ଏଣ୍ଟରଟେନମେଣ୍ଟକୁ ନେଇ । ଏହାରି ଭିତରେ ଖବର ଆସିଛି କି ବିଜ୍ଞାନ…

ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ‘ପ୍ଲୁଟୋ’, ନାସା ସେୟାର କଲା ଅଦ୍ଭୁତ ଫଟୋ…ଲୋକେ ଆଶ୍ଚର୍ଯ୍ୟ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ଲୁଟୋର ଏକ ଅଦ୍ଭୁତ ଫଟୋ ସେୟାର କରିଛି। ଏଥିରେ ପ୍ଲୁଟୋର ରଙ୍ଗ ଇନ୍ଦ୍ରଧନୁ ପରି ନଜର ଆସିଛି, ଯାହାକି ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ପ୍ଲୁଟୋର ଏଭଳି ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ଲୁଟୋ…