ମହାକାଶକୁ କଣ ନେଇ ଯାଇ ପାରିବେ ମହାକାଶ ଯାତ୍ରୀ?
(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ମହାକାଶ ଯାତ୍ରା କରିବା ପାଇଁ ମହାକାଶ ଯାତ୍ରୀଙ୍କର ବିଶେଷ ଦକ୍ଷତା ଥିବା ଜରୁରୀ ନୁହେଁ । ଯେଉଁ ବ୍ୟକ୍ତି ମହାକାଶ ଯାତ୍ରାର ଖର୍ଚ୍ଚ ଉଠାଇବାରେ ସମର୍ଥ ହୋଇଥିବେ ସେ ମହାକାଶ ଯାତ୍ରା କରି ପାରିବେ । ମହାକାଶ ଯାତ୍ରା ପାଇଁ ନାସା ବା କୌଣସି ସ୍ପେସ୍ ଏଜେନ୍ସି…