Browsing Tag

nasa

ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ମହାକାଶୀୟ ଆଷ୍ଟ୍ରୋଏଡ୍‌, ଚେତାବନୀ ଦେଲେ ବୈଜ୍ଞାନିକ

ଆଜି ଅର୍ଥାତ୍‌ ୧୭ ଜୁଲାଇ ୨୦୨୨ରେ ଏକ ଆଷ୍ଟ୍ରୋଏଡ୍‌ ପୃଥିବୀର ଖୁବ୍‌ ନିକଟତର ହେଉଛି। ପୂର୍ବରୁ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍‌ ଆଡ୍‌ମିନିଷ୍ଟ୍ରେସନ୍‌ (NASA) ଆମ ଗ୍ରହ ପୃଥିବୀ ପାଖରେ ଏକ ଛୋଟ ୪୧ ଫୁଟ୍‌ ଚଉଡ଼ା କ୍ଷୁଦ୍ରଗ୍ରହ ସନ୍ଧାନ କରିଥିଲେ ଓ ଏବେ ବୈଜ୍ଞାନିକମାନେ ଏକ ବିଶାଳ…

ଆଜି ପୃଥିବୀ ସହ ଜୋରଦାର ମାଡ଼ ହେବ ସୌର ଝଡ଼! ସତର୍କ କଲା ନାସା

ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼। ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୨୮ ମାର୍ଚ୍ଚ ସନ୍ଧ୍ୟାରେ ଏହି ସୌର ଝଡ଼ ବା ସୋଲାର ଷ୍ଟର୍ମ ପୃଥିବୀ ସହ ଧକ୍କା ହେବ। ତେବେ ଏହାର ପ୍ରଭାବ ପୃଥିବୀ ଉପରେ କେମିତି ପଡ଼ିବ ବା କେତେ ଭୟଙ୍କର ହେବ ସେ ନେଇ ଏବେ ଯାଏଁ ବୈଜ୍ଞାନିକମାନେ ଆକଳନ କରିପାରିନାହାନ୍ତି।…

ସୌରଜଗତ ବାହାରେ ରହିଛି ପୃଥିବୀ ଭଳି ବ୍ରହ୍ମାଣ୍ଡ: ୬୫ଟି ନୂଆ ଗ୍ରହ ଠାବ କରିଛି ନାସା

ନୂଆଦିଲ୍ଲୀ : ସୌରଜଗତ ବାହାରେ ରହିଛି ପୃଥିବୀ ଭଳି ବ୍ରହ୍ମାଣ୍ଡ । ସୌରମଣ୍ଡଳ ବାହାରେ ଆଉ ୬୫ଟି ନୂଆ ଗ୍ରହ ଠାବ କରିଛି ନାସା । ଏହା ସହ ସୌରମଣ୍ଡଳ ବାହାରେ ମୋଟ ୫ ହଜାର ଏଭଳି ଗ୍ରହ ଚିହ୍ନଟ କରିଛି ନାସା। କିଛି ଗ୍ରହ ପୃଷ୍ଠରେ ପୃଥିବୀ ଭଳି ଜଳ, ପବନ, ଜୀବାଣୁର ସତ୍ତା ରହିଥିବା ନାସା ପକ୍ଷରୁ…

୪ ଦିନ ପରେ ଆସିବ ଭୟଙ୍କର ‘ଦ୍ୱିପ୍ରହର’! ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଗ୍ରହ; ରଚିବ ଧ୍ୱଂସର ତାଣ୍ଡବ

ଆସନ୍ତା ୨୨ ଫେବୃଆରୀ ଦ୍ୱିପ୍ରହର ପ୍ରାୟ ୧ଟା ୨୪ ମିନିଟ୍‌ରେ ପୃଥିବୀଠାରୁ ପାଖାପାଖି ୫୩.୬୬ ଲକ୍ଷ କିଲୋମିଟର ଦୂରରୁ ଏକ ବଡ଼ ଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହ ଶ୍ରେଣୀରେ ରଖିଛି। ଯଦିଓ ଏହାର ଆକାରର ଗଣନା ବର୍ତ୍ତମାନ…

ଅବସର ନେବ ନାସାର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ! ୨୦୩୦ ଶେଷରେ ଏହି ସ୍ଥାନରେ ହେବ କ୍ରାଶ୍‌; ଜାଣନ୍ତୁ କାହିଁକି ଏମିତି…

ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ନିଜର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଅବସର କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ୨୦୩୧ରେ ପ୍ରଶାନ୍ତ ମହାସାଗରରେ ପଏଣ୍ଟ ନିମୋ କୁହାଯାଉଥିବା ଏକ ସ୍ଥାନରେ ପକାଇବାକୁ ଯୋଜନା କରାଯାଇଛି। ନାସାର ଏକ ପ୍ରେସ ରିଲିଜ୍‌ରେ ଦିଆଯାଇଥିବା ସୂଚନା ମୁତାବକ,…

୪ ବର୍ଷରେ ନାସା ପାଇଛି ୫ ହଜାର ଏଲିଏନଙ୍କ ଦୁନିଆ, ଏବେ କରିବ ବଡ ରିସର୍ଚ୍ଚ

ଆପଣ ଜାଣିଛନ୍ତି ଯେ ଏଲିଏନଙ୍କୁ ନେଇ ସବୁ ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏମିତିକି ଏହି ଅନ୍ୟ ଗ୍ରହର ପ୍ରାଣୀଙ୍କୁ ଅନେକ ଲୋକ ଦେଖିଥିବାର ମଧ୍ୟ କହିଛନ୍ତି। ଯାହାକୁ ନେଇ କିଛି ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଏହାରି ମଧ୍ୟରେ ଏଲିଏନକୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।…

ନାସାର IASP ପ୍ରୋଗ୍ରାମରେ ଭାଗ ନେଲେ ପ୍ରଥମ ଭାରତୀୟ ଜାହ୍ନବୀ ଡାଙ୍ଗତୀ, ଉଡ଼ାଇଲେ ଲଘୁ ରକେଟ୍‌

ନାସାର କେନେଡ଼ି ସ୍ପେସ ସେଣ୍ଟର ଇଣ୍ଟରନ୍ୟାସନାଲ ଏୟାର ଆଣ୍ଡ ସ୍ପେସ ପୋଗ୍ରାମକୁ ପୁରା କରି ଆନ୍ଧ୍ରପ୍ରଦେଶର ଜାହ୍ନବୀ ଡାଙ୍ଗତୀ ବିଶ୍ୱସ୍ତରରେ ଭାରତର ନାମକୁ ଆଗକୁ ନେଇଛନ୍ତି। ଜାହ୍ନବୀ ଏହି ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା ଭାରତରେ ପ୍ରଥମ। ପଶ୍ଚିମ ଗୋଦାବରୀର ପଲାକେଲ୍ଲୁର ୧୯ ବର୍ଷୀୟ…

ଅଦୃଶ୍ୟ ଅନ୍ତରୀକ୍ଷକୁ ଖୁବ ପାଖରୁ ଦେଖିବାକୁ ମିଳିବ ସୁଯୋଗ: ନାସା ପକ୍ଷରୁ ତିଆରି ହୋଇଛି ବିଶାଳ ଟେଲିସ୍କୋପ

କେନ୍ୟୁଜ୍(ବ୍ୟୁରୋ): ଅନ୍ତରୀକ୍ଷକୁ ଖୁବ ପାଖରୁ ଦେଖିବାକୁ ମିଳିବ ସୁଯୋଗ । ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ପକ୍ଷରୁ ନିର୍ମାଣ ହୋଇଛି ବିଶାଳ ଟେଲିସ୍କୋପ। ଆଜି ଏହାକୁ ବିଧିବଦ୍ଧ ଫ୍ରେଞ୍ଚ ଗୁଏନାର କୋରୋଉ ସ୍ପେସ ଷ୍ଟେସନରୁ ଏହାକୁ ଲଞ୍ଚ କରାଯିବ। ଜେମ୍‌ସ ୱେବ ସ୍ପେସ…

ବୃହସ୍ପତିଙ୍କଠାରୁ ଆସୁଛି ରହସ୍ୟମୟ ଶବ୍ଦ, ନାସାର ଖୁଲାସା

କେନ୍ୟୁଜ ଓଡିଶା : ଅମେରୀକା ଅନ୍ତରୀକ୍ଷ ଏଜେନ୍ସି ନାସା ସ୍ପେସର ରହସ୍ୟ ଜାଣିବାକୁ ଚେଷ୍ଟା କରୁଛି । ଏହାରି ଭିତରେ ନାସା ଏକ ଖୁଲାସା କରିଛି ଯାହା ବିଷୟରେ ଜାଣି ଦୁନିଆର ବଡ ବଡ ବୈଜ୍ଞାନିକ ବି ଚକିତ ହୋଇଯାଉଛିନ୍ତି । ନାସା ଏହାର ଜୁନୋ ମିଶନକୁ ୨୦୧୬ମସିହାରେ ଆରମ୍ଭ କରିଥିଲା । ଯାହା…

ପୃଥିବୀକୁ ଆସି ଯାଇଛନ୍ତି ଏଲିୟନ୍ସ! ନାସା କଲା ଆଶ୍ଚର୍ଯ୍ୟଜନକ ଖୁଲାସା; ସାରା ବିଶ୍ୱର ବୈଜ୍ଞାନିକ ଚକିତ

ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଏହି ଖୁଲାସା ପରେ ସାରା ବିଶ୍ୱରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି। ନାସା କହିଛି ଯେ ଏଲିୟନମାନେ ପୂର୍ବରୁ ହିଁ ପୃଥିବୀକୁ ଆସି ଯାଇଥିବେ। ଆମେରିକୀୟ ମହାକାଶ ଏଜେନ୍ସିର କହିବା ହେଲା କି, ଆମେ ଦ୍ୱିତୀୟ…

ନାସା ଯାତ୍ରୀଙ୍କ ଅଦ୍ଭୁତପୂର୍ବ କାର୍ଯ୍ୟ! ମହାକାଶରେ ଅମଳ କଲେ ଲଙ୍କା ଫସଲ, ପୁଣି ସେଥିରେ ପ୍ରସ୍ତୁତ କଲେ ମସଲାଯୁକ୍ତ…

ମହାକାଶକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ପ୍ରୟୋଗ ଏବଂ ନୂଆ ନୂଆ ଖୁଲାସା କରି ଚାଲି ଥାଆନ୍ତି। ଏଥର ମଧ୍ୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଥିବା ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା (NASA)ର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଖୁଲାସା କରିଛନ୍ତି। ନିକଟରେ କିଛି…

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର, ଭାଇରାଲ ହେଉଛି ଫଟୋ

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର। ଏହାକୁ ମାର୍ସ ପର୍ସିଭରେନ୍ସ ରୋଭର (Perseverance Rover) ଖୋଜି ବାହାର କରିଛି। ଏହି ରୋଭର ମଙ୍ଗଳକୁ କିଛି ନୂଆ ବସ୍ତୁ ସନ୍ଧାନ କରିବାକୁ ଯାଇଛି। କିନ୍ତୁ ବେଳେବେଳେ ଏହି ରୋଭର କିଛି ଏମିତି ଜିନିଷ ସନ୍ଧାନ କରିଛି, ଯାହା ଲୋକଙ୍କୁ…