Browsing Tag

nasa

୨୦୨୪ ସୁଦ୍ଧା ପୁଣି ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ପ୍ରସ୍ତୁତି କରୁଛି NASA, ଖର୍ଚ୍ଚ ହେବ ୨୪ ବିଲିୟନ ଡଲାର !

ନାସା(The National Aeronautics and Space Administration) ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି। ନାସାର ଅଧିକାରୀମାନେ କହିଛନ୍ତି, ଆଗାମୀ ୨୦୨୪ ସୁଦ୍ଧା ଏକ ଚନ୍ଦ୍ର ମିଶନ ଲଞ୍ଚ କରାଯିବ। ଏହି ମିଶନରେ ୨୪ ବିଲିୟନ ଡଲାର ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।…

ମହାକାଶର କିଛି ଅଦ୍ଭୁତ ଓ ଦୁର୍ଲଭ ଫଟୋ ଜାରି କଲା ନାସା, ଯାହା ଦେଖିଲେ ଆପଣ ବି କରିପାରିବେନି ବିଶ୍ୱାସ

ଆମେରିକାର ସ୍ପେସ୍ ଏଜେନ୍ସି ନାସା ବ୍ରହ୍ମାଣ୍ଡର କିଛି ଚମତ୍କାର ଏବଂ ଅଦୃଶ୍ୟ ଚିତ୍ର ପ୍ରକାଶ କରିଛି । ଏଥିମଧ୍ୟରେ ଗ୍ୟାଲେକ୍ସି, ସୁପରନୋଭା ର ଅବଶିଷ୍ଟାଂଶ, ତାରା, ଗ୍ରହ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏକ୍ସ-ରେ ଟେଲିସ୍କୋପ 'ଚନ୍ଦ୍ର ଏକ୍ସ-ରେ…

ଖୋଲିବ ଲୋହିତ ଗ୍ରହର ରହସ୍ୟ, ମଙ୍ଗଳ ଗ୍ରହକୁ ନାସା ପଠାଇଲା ପର୍ସିଭେରାନ୍ସ ରୋଭର୍‌

କେନ୍ୟୁଜ୍(ବ୍ୟୁରୋ):  ନାସାର ମିଶନ ମଙ୍ଗଳ । ଖୋଲିବ ଲୋହିତ ଗ୍ରହର ରହସ୍ୟ । ମଙ୍ଗଳ ଗ୍ରହକୁ ଗଲା ପର୍ସିଭେରାନ୍ସ ରୋଭର୍‌ । ଆଜି ଫ୍ଲୋରିଡାର କେପ୍‌ କାନାଭେରାଲ୍‌ perseverance rover nasaperseverance roverଏୟାର ଫୋର୍ସ ଷ୍ଟେସନରୁ ମଙ୍ଗଳ ଅଭିମୁଖେ ଯାଇଛି ରୋଭର୍‌ । ସାଙ୍ଗରେ ନେଇ…

ହୁତ ହୁତ ହୋଇ ଅନବରତ ଜଳୁଛି ସୂର୍ଯ୍ୟ, ଅତିନିକଟରୁ ଫଟୋ ସେୟାର କଲା ନାସା

ସୌରମଣ୍ଡଳ ତଥା ସୂର୍ଯ୍ୟଙ୍କ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ। ସୂର୍ଯ୍ୟ ଭିତରୁ କେମିତି ଦେଖାଯାଆନ୍ତି, କାହିଁକି ଏତେ ଗରମ ଆଦି ଜାଣିବାକୁ ସମସ୍ତଙ୍କର ଉତ୍ସାହ ରହିଛି। ଲୋକମାନେ ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ ମଧ୍ୟ ବୈଜ୍ଞାନିକମାନେ ଲଗାତାର ସୂର୍ଯ୍ୟଙ୍କ ଉପରେ ଗବେଷଣା ଜାରି…

ବୁଦ୍ଧି ଖଟାଇବାକୁ ଚାହୁଁଛନ୍ତି ତ ଜାଣନ୍ତୁ ନାସାର ଏହି କାମ ବିଷୟରେ, ପୁରସ୍କାର ବାବଦରେ ମିଳିବ ଏତିକି ଲକ୍ଷ…

କଣ ଆପଣ କିଛି ନୂଆ ଧରଣର ଚିନ୍ତା କରୁଛନ୍ତିକି ? କଣ ଆପଣଙ୍କ ମସ୍ତିଷ୍କକୁ ପ୍ରତିଦିନ ନୂଆ ନୂଆ ଆଇଡ଼ିଆ ଆସୁଛିକି ? କଣ ଆପଣଙ୍କର ଏକ କ୍ରିଏଟିଭ ବ୍ୟକ୍ତିତ୍ୱ ରହିଛିକି ? ତେବେ ଜାଣି ଖୁସି ହେବେ ୨୬ ଲକ୍ଷ ଟଙ୍କା ଆପଣଙ୍କ ଅପେକ୍ଷାରେ ଅଛି । ଆଉ ସବୁଠୁ ଖାସ କଥା ହେଉଛି ଏହି ଅଫର ଏଣୁ ତେଣୁ…

ସଙ୍କଟ ସମୟରେ ଆଉ ସଙ୍କଟ, ମହାକାଶରୁ ସେକେଣ୍ଡ ପ୍ରତି ୫.୨ କିଲୋମିଟର ବେଗରେ ମାଡି ଆସୁଛି ଏକ ଆତଙ୍କ

ପୂରା ବିଶ୍ୱ ଏବେ କରୋନା କବଳରେ ଏକ ପ୍ରକାର କବଳିତ । ଏହାକୁ ନେଇ ବିଶ୍ୱବାସୀ ଏକ ପ୍ରକାର ଭୟଭୀତ ଥିବା ବେଳେ ମହାକାଶରୁ ପୃଥିବୀ ପ୍ରତି ଆଉ ଏକ ସଙ୍କଟ ମାଡ଼ି ଆସୁଛି । ଆମେରିକୀୟ ମହାକାଶ ସଂସ୍ଥା ନାସା ଦ୍ୱାରା ଜାରି ହୋଇଥିବା ଏକ ତଥ୍ୟ ଅନୁଯାୟୀ ମହାକାଶରୁ ଏକ ଉଲ୍କା ପିଣ୍ଡ ଖୁବ ଦ୍ରୁତ…

ମହାକାଶରେ ଡାଇନୋସର! ଏନେଇ ନାସା ଏବଂ ସ୍ପେସଏକ୍ସ ପାଖରେ ରହିଛି ଖବର

ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଡାଇନୋସରର ଉପସ୍ଥିତି ଥିବା ବୌଜ୍ଞାନିକମାନେ ଦାବି କରୁଥିଲେ ମଧ୍ଯ ଏବେ ଏହି ବିଶାଳ ସରୀସ୍ପ ବିଲୁପ୍ତ ହୋଇଯାଇଛି। ଏହି ବିଶାଳ ସରୀସ୍ପ ସହ ମାନବର ମଧ୍ଯ ଆକର୍ଷଣ ଜାରି ରହିଛି। ସୂଚନା ମୁତାବକ ବର୍ତ୍ତମାନ ଏକ ଡାଇନୋସର ଅନ୍ତରିକ୍ଷରେ ଦେଖିବାକୁ ମିଳିଛି। ଏଠାରେ…

ଅପରାହ୍ନ ୩.୨୬ରେ ଏଭରେଷ୍ଟ ଆକାରର ଉଲକା ପିଣ୍ଡ ପୃଥିବୀକୁ ଅତିକ୍ରମ କରିବ ଜାଣନ୍ତୁ ଏନେଇ କଣ କହୁଛନ୍ତି ବୈଜ୍ଞାନିକ

ଏପ୍ରିଲ ୨୯ ତାରିଖ ଅର୍ଥାତ୍ ଆଜି ପୃଥିବୀ ଏକ ବଡ଼ ଉଲକାପିଣ୍ଡର ଅତି ନିକଟବର୍ତ୍ତୀ ହେବାକୁ ଯାଉଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ରହିବ । ରିପୋର୍ଟ ଅନୁଯାୟୀ ଏହା ପୃଥିବୀ ଉପରେ ପ୍ରଭାବ ସୃଷ୍ଟି କରିପାରେ କାରଣ ଏହା ଯଥେଷ୍ଟ ବଡ଼…

ମହାକାଶରେ ନାସାକୁ ମିଳିଲା ଭିନ୍ନ ଏକ ରତ୍ନ ଭଣ୍ଡାର, ମୂଲ୍ୟ ଏତେ ଯେ ବାଣ୍ଟିଲେ ସମସ୍ତେ ହୋଇଯିବେ ଅରବପତି

ବେଳେ ବେଳେ ମହାକାଶରେ ବୈଜ୍ଞାନିକଙ୍କୁ କିଛି ଏଭଳି ଜିନିଷ ମିଳେ ଯାହା କେବଳ ସେମାନଙ୍କୁ ନୁହେଁ ବରଂ ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦିଏ। ଏଭଳି ଏକ ଚକିତ କରିଦେବା ଭଳି ଜିନିଷ ନାସାକୁ ମିଳିଛି। ନାସା ମହାକାଶରେ ଏକ ବଡ଼ ମୂଲ୍ୟବାନ ଜିନିଷ ପାଇଛି। କୁହାଯାଉଛି ଯେ ଏହାର ମୂଲ୍ୟ ଏତେ ଯେ ଯଦି…

ମହାକାଶରୁ କେମିତି ଦେଖାଯାଏ ଦିନ ଓ ରାତିର ଭାରତ, ଫଟୋ ଜାରି କଲା ନାସା

କେନ୍ୟୁଜ୍: ମହାକାଶରୁ କେମିତି ଦେଖାଯାଏ ଦିନ ଓ ରାତିର ଭାରତ । ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳର ଫଟୋ ଜାରି କରିଛି ନାସା । ନାସାର ୨୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଫଟୋ ଜାରି କରିଛନ୍ତି ମହାକାଶଚାରୀ । ଦିନରୁ ରାତି ମଧ୍ୟରେ ପ୍ରତି ୨୪ ଘଣ୍ଟାରେ ୧୬ଥର ଏହି ପଥରେ ଗତି କରି ଫଟୋକୁ ଉତ୍ତୋଳନ…

୧୭ ବର୍ଷୀୟ ବାଳକ NASAରେ ଈଂଟର୍ନସିପ କରୁ କରୁ ଖୋଜି ପାଇଲେ ଏକ ନୂଆ ଦୁନିଆ

କିଛି ଲୋକଙ୍କ ଠାରେ ନୂଆ କିଛି କରିବାର ଏକ ପ୍ରକାର ଉତ୍କଣ୍ଠା ଥାଏ । ନିଜ ଅଦ୍ଭୁତ ଓ ଅସାଧାରଣ କାର‌୍ୟ୍ୟରେ ଏମାନେ ଦୁନିଆକୁ ବିସ୍ମିତ କରିଦିଅନ୍ତି । ଜୀବନରେ ଯଦି ଦୁନିଆକୁ କିଛି କରି ଦେଖେଇବାର ଇଚ୍ଛା ଥାଏ ଓ ମନରେ ଯଦି ଦୃଢ଼ତା ଥିଲେ ବୟସ କି ଅନୁଭୁତିର କିଛି ଆବଶ୍ୟକତା ନଥାଏ । ଏମିତି…

ମହାକାଶରେ ହୋଟେଲ କରିବ ନାସା! ପ୍ରସ୍ତୁତି ଶେଷ

ଆପଣ ଦୁନିଆର ଯେଉଁ ସ୍ଥାନକୁ ବି ବୁଲିବାକୁ ଯାଆନ୍ତୁ ନା କାହିଁକି, ସେଠି ଆପଣଙ୍କର ପ୍ରଥମ ପ୍ରାଥମିକତା ରହିବ ଭଲ ହୋଟେଲର ଚୟନ, ଯେଉଁଠି ଆପଣ ରାତିରେ ଆରାମରେ ସମୟ ବିତାଇ ପାରିବେ। କିନ୍ତୁ ଆପଣଙ୍କୁ ଏହା ଜଣାଅଛି କି, ଆମେରିକୀୟ ମହାକାଶ ଏଜେକ୍ସି (ନାସା) ମହାକାଶରେ ଠିକ୍ ଏମିତି ହିଁ ଏକ…