ଦିଶା ପଟାନିଙ୍କ ବଏଫ୍ରେଣ୍ଡ ସହ ନଜର ଆସିଲେ ନତାଶା ଷ୍ଟାନକୋଭିକ୍, ଭିଡିଓ ଦେଖି ରାଗିଗଲେ ଫ୍ୟାନ୍ସ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡପତ୍ର ଦେବା ପରେ ସର୍ବିଆର ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ବେଶ ଚର୍ଚ୍ଚାରେ ରହିଛନ୍ତି । ନତାଶା ଏବଂ ହାର୍ଦ୍ଦିକ 2020 ମସିହାରେ ବିବାହ କରିଥିଲେ, କିନ୍ତୁ ସେମାନେ ଚାରି ବର୍ଷ ମଧ୍ୟରେ ଅଲଗା ହୋଇଥିଲେ । ଏହି ଘୋଷଣା ପରେ ନତାଶା ଦୀର୍ଘ ସମୟ ଧରି…