Browsing Tag

Natasha dalal

ବେବି ସାୱାର ପାର୍ଟି ଦେଲେ ବରୁଣ ଧୱନ ଓ ନତାଶା ଦଲାଲ, ଭାଇରାଲ ହେଉଛି ଟେଡି ବିୟର କେକ୍

ବଲିଉଡର ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲ ହେଉଛନ୍ତି ବଲିଉଡର ସବୁଠାରୁ ପ୍ରିୟ କପଲ । ଆଜିକାଲି ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ଘରେ ଖୁସିର ବାତାବରଣ ରହିଛି । କାରଣ ଖୁବ ଶୀଘ୍ର ଏହି କପଲ ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ବିବାହ ହେବାର ତିନି ବର୍ଷ ବିତିଗଲାଣି ଏବଂ…

ବରୁଣ ଧଓ୍ଵନ୍‌ଙ୍କୁ କଡ଼ା ଟକ୍କର ଦେବାକୁ ଅଭିନୟ ଜଗତକୁ ଓହ୍ଲାଉଛନ୍ତି ସ୍ତ୍ରୀ ନତାଶା, ଓଟିଟିରେ କରିବେ ଡେବ୍ୟୁ

ଷ୍ଟାଇଲିସ୍‌ ହିରୋ ବରୁଣ ଧଓ୍ଵନ୍‌ଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ପତ୍ନୀ ନତାଶା ଦଲାଲ୍‌। ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରରୁ ଡେବ୍ୟୁ କରିଥିବା ବରୁଣ ଧଓ୍ଵନ୍‌ ଏବେ ବଲିଉଡ୍‌ର ଜଣେ ଜଣାଶୁଣା କଳାକାର। ତାଙ୍କ ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ତେବେ ବରୁଣଙ୍କ ପରେ ବଲିଉଡ୍‌ରେ ଏଣ୍ଟ୍ରି…

ହେବ ନାହିଁ ବରୁଣ ଧଓ୍ଵନ-ନତାଶା ଦଲାଲ୍‌ଙ୍କ ଫେବୃଆରୀ ୨ର ବାହାଘର ଭୋଜି ! ଅଙ୍କଲ ଅନିଲ ଧଓ୍ଵନ କହିଲେ ଏମିତି କଥା

ବଲିଉଡ୍‌ ଆକ୍ଟର ବରୁଣ ଧଓ୍ଵନ ଓ ଫ୍ୟାଶନ ଡିଜାଇନର ନତାଶା ଦଲାଲ ୨୪ ଜାନୁଆରୀରେ ଅଲିବାଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଏହି ଦୁଇଜଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖବର ରହିଥିଲା କି, ବିବାହ ପରେ ବରୁଣ-ନତାଶାଙ୍କ େଓ୍ଵଡିଂ ରିସେପ୍ସନ ଆସନ୍ତା ଫେବୃଆରୀ ୨ରେ ଆୟୋଜନ…

ବରୁଣ ଧଓ୍ଵନଙ୍କ ପାଇଁ ଆଇନା ସାମ୍ନାରେ ଏମିତି ପ୍ରସ୍ତୁତ ହୋଇଥିଲେ ନତାଶା ଦଲାଲ୍‌, ଖୁବ୍‌ ଭାଇରାଲ ହେଉଛି VIDEO

୨୪ ଜାନୁଆରୀରେ ବରୁଣ ଧଓ୍ଵନ ଓ ନତାଶା ଦଲାଲ୍‌ ଅଲିବାଗରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହେଉଛି। କିନ୍ତୁ ଏହାରି ଭିତରେ ଏକ ଭିଡିଓ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓଟି ନବବଧୂ ନତାଶାଙ୍କର, ଯେଉଁଥିରେ ସେ ନିଜ ସାଜନ୍‌ଙ୍କ…

ବଲିଉଡର ବଦ୍ରିଙ୍କୁ ମିଳିଗଲା ଦୁଲହନିୟାଁ, ସୋସିଆଲ ମିଡିଆରେ ଫଟୋ ଭାଇରଲ

ବଲିଉଡ ଅଭିନେତା ବରୁଣ ଧୱନ ପିଲାଦିନର ସାଥି ତଥା ପ୍ରେମିକା ନତାଶା ଦଲାଲାଙ୍କ ସହିତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମହାରାଷ୍ଟ୍ରର ଅଲିବାଗସ୍ଥିତ ଏକ ବିଚ୍ ରିସର୍ଟରେ ମ୍ଯାନସନ ହାଉସରେ ହୋଇଛି। ତାଙ୍କ ବିବାହ ବେଳେର କିଛି ଫଟୋକୁ ବରୁଣ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର…

ଏହି ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବରୁଣ-ନତାଶ, ବୁକିଂ କଲେ ଗ୍ରାଣ୍ଡ୍‌ ହୋଟେଲ

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବରୁଣ ଧଓ୍ଵନ୍‌ ଓ ନତାଶା ଦଲାଲ। ୨୦୨୦ରେ ଏହି ଯୋଡ଼ି ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ କରୋନା ଯୋଗୁ ସେମାନେ ବିବାହ କରିନଥିଲେ। ଏବେ ସାମ୍ନାକୁ ଆସିଥିବା ରିପୋର୍ଟ ମୁତାବକ, ବରୁଣ ଓ ନତାଶା ଏହି ମାସରେ ବିବାହ କରିବେ।…

ବିବାହକୁ ନେଇ ଏବେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରୁଣ ଧୱନ

କିଛି ମାସ ତଳେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ତାଙ୍କ ପ୍ରେମିକା ନତାଶା ଦଲାଲ ଚଳିତ ବର୍ଷ ଡିସେମ୍ବର ରେ ବିବାହ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଦୁହେଁ ଗୋଆରେ ଡେଷ୍ଟିନେସନ ୱେଡିଂ କରିବା ନେଇ ଦୁହିଁଙ୍କ ପରିବାର ଲୋକେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଖବର ଚର୍ଚ୍ଚା…