Atlas Cycles ମାଲିକାଣୀଙ୍କ ଆତ୍ମହତ୍ୟା, ପାଖରେ ଛାଡିଲେ ସୁଇସାଇଡ୍ ନୋଟ
ନୂଆଦିଲ୍ଲୀ: ଆଟଲାସ୍ ସାଇକେଲ (Atlas Cycles) ମାଲିକ ସଞ୍ଜୟ କପୁରଙ୍କ ପତ୍ନୀ ନତାଶା କପୁର ଗତ ମଙ୍ଗଳବାର ଦିନ ଲୁଟିୟଂସ ଦିଲ୍ଲୀରେ ନିଜର ଔରଙ୍ଗଜେବ ଲେନର ବାସଭବନରେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ ଲେଖିଛନ୍ତି। ନତାଶା କପୁରଙ୍କ ସେହି ସୁଇସାଇଡ୍ ନୋଟରେ କହିଛନ୍ତି ସେ…