ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ଜାରି ରହିଛି ତର୍କ ବିତର୍କ
ଭୁବନେଶ୍ବର କେନ୍ୟୁଜ୍ : ଦେଶରେ ଏକକ ନିର୍ବାଚନ କିପରି ସମ୍ଭବ ହୋଇ ପାରିବ। ଏ ନେଇ ତର୍କ ଓ ବିତର୍କ ଜାରି ରହିଛି। ଏକକ ନିର୍ବାଚନରେ ଫାଇଦା କଣ ଓ ଏହା ଲାଗୁ କରିବା ନେଇ କଣ ଚ୍ୟାଲେଞ୍ଜ ରହିଛି, ଆସନ୍ତୁ ଜାଣିବା
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ବହୁ ପୂର୍ବରୁ ଏ ନେଇ ଆଲୋଚନା ହୋଇଛି।…