ଆପଣଙ୍କ ମିଳିଛି ଭାରତର ଜାତୀୟ ପ୍ରଜାପତି ଚୟନର ସୁଯୋଗ, ଏମିତି କରନ୍ତୁ ଭୋଟ
ପୂର୍ବରୁ ଭାରତର ଜାତୀୟ ପକ୍ଷୀ, ଜାତୀୟ ପଶୁ, ଜାତୀୟ ଫୁଲ ଆଦି ଚୟନ ହୋଇଯାଇଥିବା ବେଳେ ଏବେ ଜାତୀୟ ପ୍ରଜାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ସାଧାରଣ ଜନତାଙ୍କ ମତାମତ ପାଇଁ ଏକ ଭୋଟିଂଗ ବ୍ୟବସ୍ଥା ମଧ୍ୟ ଜାରି କରାଯାଇଛି । ଏମିତି ହୁଏତ ପ୍ରଥମ ଥର ପାଇଁ ହୋଇଛି,…