ଆଜି ବିଶ୍ଵ ଡାକ୍ତର ଦିବସ, ଜାଣନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କୁ କି କି ପରାମର୍ଶ ଦେଉଛନ୍ତି ଡାକ୍ତର..
ପ୍ରତିବର୍ଷ ୧ ଜୁଲାଇରେ ସାରା ଦେଶରେ ଉତ୍ସାହର ସହିତ ଡାକ୍ତର ଦିବସ ପାଳନ କରାଯାଏ । ଡାକ୍ତରଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ବିଶେଷ ଦିବସ ପାଳନ କରାଯାଏ ଜାତୀୟ ଡାକ୍ତର ଦିବସ । ଏଠାରେ କହିରଖିବୁ ଯେ ଜୁଲାଇ ୧ ହେଉଛି ଦେଶର ମହାନ ଡାକ୍ତର ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ…