ଦେଶରେ ଜାରି ହୋଇଥିବା ଜରୁରୀ କାଳୀନ ସ୍ଥିତିକୁ ପୂରିଲା ୪୫ ବର୍ଷ….
ଦେଶରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ବିତିଛି ଦୀର୍ଘ ୪୫ ବର୍ଷ । ୧୯୭୫ ମସିହା ଜୁନ ୨୫ ତାରିଖର ସେହି ମଧ୍ୟରାତ୍ରକୁ ଯିଏ ଥରେ ଅଙ୍ଗେ ନିଭେଇଥିବ, ସେ ହୁଏତ ଆଉ ମନେ ପକେଇବାକୁ ଇଚ୍ଛା କରିବ ନାହିଁ । ଏହା ଯେମିତି ଥିଲା ଏକ ମନୁଷ୍ୟ କୃତ ଦୁର୍ବିପାକ । ସେସମୟର ପ୍ରଧାନମନ୍ତ୍ରୀ…