Browsing Tag

national news

ବଜାର ଭିତରେ ସ୍ତ୍ରୀ ଓ ପ୍ରେମିକାଙ୍କ ମଧ୍ୟରେ ଚାଲିଲା ଘମାଘଟ ଯୁଦ୍ଧ, ନିଜ ଜୀବନ ବଞ୍ଚେଇ ଖସି ପଳାଇଲେ ସ୍ୱାମୀ

ଗୋଟେ ପ୍ରସିଦ୍ଧ ଡାଏଲଗ ଅଛି, 'ମୁଁ ସବୁକିଛି ବାଣ୍ଟି ପାରିବି, ହେଲେ ନିଜ ପତି ପରମେଶ୍ୱରଙ୍କୁ ନୁହେଁ'। ବାସ୍ତବରେ, ସେହି ପତି ପରମେଶ୍ବରଙ୍କ ପାଇଁ ବିଚ ବଜାରରେ ଦୁଇ ମହିଳାଙ୍କ ମଧ୍ୟରେ ଜବରଦସ୍ତ ଚପଲ ମରାମରି ଚାଲିଥିଲା। ସ୍ୱାମୀଙ୍କ ପ୍ରେମିକାଙ୍କ କେଶକୁ ଧରି ସ୍ତ୍ରୀ ତାଙ୍କୁ ଚପଲରେ…

ଏହି ରେଷ୍ଟୁରାଣ୍ଟରେ ସବୁଆଡ଼େ କେବଳ ବିଗ ବି’ଙ୍କ ଜଲୱା ! କାନ୍ଥ, ବାଡ଼ରେ ରହିଛି ମହାନାୟକଙ୍କ ଫିଲ୍ମର ଡାଏଲଗସ

ଦେଶରେ ଆପଣ ଅନେକ ରେଷ୍ଟୁରାଣ୍ଟ ଦେଖିଥିବେ। କିନ୍ତୁ ୟୁପିର ଗୋରଖପୁରରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ରେଷ୍ଟୁରାଣ୍ଟର ନାଁ 'ଶେହେନଶାହ'। ଏହାର ଖାସିୟତ ହେଉଛି, ଏହାର ପ୍ରତି କୋଣ ଅନୁକୋଣରେ ମହାନାୟକ ଅମିତାଭ ବଚ୍ଚନ ନଜର ଆସିବେ। ତାଙ୍କ ଫଟୋ,…

କଠିନ ସମୟରେ ବଳଦ ଜାଗାରେ ଦୁଇ ପୁଅଙ୍କୁ ଧରି ଜମି ହଳ କଲେ ଏହି ଚାଷୀ, ଖବର ସାମ୍ନାକୁ ଆସିବା ପରେ ପାଖରେ ପହଞ୍ଚିଲା…

ମଧ୍ୟ ପ୍ରଦେଶର ଛିନ୍ଦବାଡାରୁ ଏମିତି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ଲୋକଙ୍କ ପାଇଁ ପରିଶ୍ରମର ଏକ ବଡ଼ ଉଦାହରଣ ସୃଷ୍ଟି କରିବ। ଏଠାକାର ଜଣେ କୃଷକଙ୍କର ଦୁଇ ପୁଅ ବଳଦ ଜାଗାରେ ନିଜେ ଜୋଚି ହୋଇ 2.15 ଏକର ଜମିକୁ ହଳ କରିଛନ୍ତି। କୃଷକଙ୍କର ଦୁଇଟି ବଳଦ ଥିଲେ। ସେଥିମଧ୍ୟରୁ ଗୋଟିଏର ମୃତ୍ୟୁ…

କରୋନା ପ୍ରଭାବ: ବରମାଳା ପିନ୍ଧାଇବା ପୂର୍ବରୁ କନ୍ୟା, ବରକୁ ପିନ୍ଧାଇଲେ ମାସ୍କ, ଇଣ୍ଟରନେଟରେ ଫଟୋ ଭାଇରଲ

କରୋନା ଭାଇରସର ପ୍ରଭାବ ବର୍ତ୍ତମାନ ବିବାହ ଉପରେ ମଧ୍ୟ ପଡୁଥିବା ଦେଖିବାକୁ ମିଳୁଛି। ଏକ ବିବାହରେ କନ୍ୟା, ବରକୁ ବରମାଳା ପିନ୍ଧାଇବା ପୂର୍ବରୁ ମାସ୍କ ପିନ୍ଧାଇଛନ୍ତି। କେବଳ ଏତିକି ନୁହେଁ, ଉଭୟ ବର, କନ୍ୟା ସରକାରଙ୍କ ନିୟମକୁ ଧ୍ୟାନରେ ରଖି ସୋସିଆଲ ଡିଷ୍ଟାନସିଂରେ ବିବାହ କରିଛନ୍ତି।…

ଲକଡାଉନ ଯୋଗୁ ଘରକୁ ଫେରି ପାରିଲେନି ମାଆ, ବାପା ତ ପୋଲିସ ପିଲାଙ୍କ ପାଇଁ ଥାନାକୁ ହିଁ କରିଦେଲା ସ୍କୁଲ

ଦିଲ୍ଲୀର ଗ୍ରେଟର କୈଳାଶରେ ଦୁଇ ସ୍କୁଲ ଛାତ୍ରୀ ଏବଂ ଅନ୍ୟ 3ଜଣ ପିଲାଙ୍କ ବାପା, ମାଆ ଲକଡାଉନ ଯୋଗୁ ଘରକୁ ଫେରିପାରି ନାହାନ୍ତି। ଫଳରେ ସ୍ଥାନୀୟ ପୋଲିସ ପିଲାମାନଙ୍କୁ ଥାନାକୁ ନେଇଆସିଛି। ଏହି ପିଲାମାନେ କୈଳାଶ କଲୋନୀର ଏମସିଡି ଆଦର୍ଶ ସ୍କୁଲରେ ପାଠ ପଢୁଛନ୍ତି। ଦୁଇଜଣ ଝିଅ ପ୍ରଥମ ଓ ଚତୁର୍ଥ…

ମୁଣ୍ଡରେ ତରଭୁଜ ପିନ୍ଧି ଦୋକାନ ଲୁଟିବାକୁ ଆସିଥିଲେ ୨ ଚୋର, ଗୋଟିଏ ଛୋଟିଆ ଭୁଲ ପହଞ୍ଚାଇଦେଲା ଜେଲ !

ଆମେରିକାର ଭର୍ଜିନିଆରେ ଏକ ଦୋକାନରୁ ଲୁଟିବା ପାଇଁ 2ଜଣ ଚୋର ଅଦ୍ଭୁତ ବେଶରେ ପହଞ୍ଚିଥିଲେ। ଶନିବାର ଲୁଇସା ପୋଲିସ ସେମାନଙ୍କ ଫଟୋ ଫେସବୁକରେ ସେୟାର କରିଛି। ଆଉ ଏହାପରେ ଫଟୋଟି ସୋସିଆଲ ମିଡିଆରେ ପୂରା ଭାଇରଲ ହୋଇଯାଇଛି। ପୋଲିସ ମୁତାବକ, 2 ଜଣ ଚୋର ଏକ କଳା ରଙ୍ଗର ଟ୍ରକରେ ଦୋକାନରୁ ଲୁଟିବା…

6 କର୍ମଚାରୀଙ୍କଠାରେ COVID-19 ପଜିଟିଭ ବାହାରିବା ପରେ ସ୍ମାର୍ଟଫୋନ କମ୍ପାନୀ Oppoର କାରଖାନା ବନ୍ଦ !

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Oppoର 6 କର୍ମଚାରୀଙ୍କଠାରେ କରୋନା ପଜିଟିଭ ମିଳିଛି। ଏହାପରେ ଦିଲ୍ଲୀ ନିକଟସ୍ଥ କାରଖାନାକୁ କମ୍ପାନୀ ବନ୍ଦ କରିଦେଇଛି। 3,000ରୁ ଅଧିକ କର୍ମଚାରୀଙ୍କର ନମୁନା ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ Oppo କାରଖାନାକୁ ବନ୍ଦ ରଖିବାକୁ…

ଗ୍ୟାସ ସିଲିଣ୍ଡର ଉପରେ ବସି ବାଇକ ଚଲାଉଥିବାର ନଜର ଆସିଲେ ଏହି ବୃଦ୍ଧ ବ୍ୟକ୍ତି, କମେଡିଆନ ସୁନିଲ ଗ୍ରୋଭର Video ସେୟାର…

କମେଡିଆନ ସୁନିଲ ଗ୍ରୋଭର ସୋସିଆଲ ମିଡିଆରେ ଏମିତି ହିଁ କିଛି ଭିଡ଼ିଓ ସେୟାର କରିଥାନ୍ତି, ଯଦ୍ଦ୍ୱାରା ଫ୍ୟାନମାନଙ୍କର ମନୋରଞ୍ଜନ ହୋଇଥାଏ। ଏବେ ସେ ପୁଣି ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି, ଯାହାକି ଖୁବ ଚର୍ଚ୍ଚା ସାଉଁଟୁଛି। ଭିଡ଼ିଓରେ ଜଣେ ବୃଦ୍ଧ ବ୍ୟକ୍ତି ନିଆରା…

ଜମ୍ମୁ ଷ୍ଟେସନ ବାହାରେ ଯାତ୍ରୀଙ୍କ ମନୋରଞ୍ଜନ କଲେ ପୋଲିସ ଯବାନ, ହାତରେ ଗୀଟାର ଧରି ଗାଇଲେ, ‘ଗୁଲାବି…

ଜମ୍ମୁ ପୋଲିସ କପର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଦେଖାଯାଉଛି, ଜମ୍ମୁ ଷ୍ଟେସନ ବାହାରେ ଛିଡ଼ାହୋଇଥିବା ଯାତ୍ରୀମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜେ ପୋଲିସ ସବଡିଭିଜନାଲ ଅଫିସର ହାତରେ ଗୀଟାର ଧରି ଗୀତ ଗାଉଛନ୍ତି। ସେ 1970 ମସିହାର ଫିଲ୍ମ 'ଦ ଟ୍ରେନ'ର…

ଚର୍ଚ୍ଚାରେ ଶାଶୂ-ବୋହୂ ଯୋଡ଼ି, ଜଣେ ଗାଉଛି ଗୀତ ତ ଆଉ ଜଣେ ବଜାଉଛି ତବଲା, ଭାଇରଲ ହେଉଛି Video

ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି ଏହି ଶାଶୂ-ବୋହୂ ଯୋଡ଼ି। ସାଧାରଣତଃ ଶାଶୂ-ବୋହୂଙ୍କ ମଧ୍ୟରେ ଅନେକ ସମୟରେ ତୁ ତୁ ମେ ମେ ଲାଗିରହୁଥିବା ବେଳେ ଏମାନେ କିନ୍ତୁ ସମସ୍ତଙ୍କ ପାଇଁ ବଡ଼ ଉଦାହରଣ ପାଲଟିଛନ୍ତି। ଭାଇରଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, ବୋହୂ ହାର୍ମୋନିୟମ…

ଲକଡାଉନରେ ସବୁ ଖାଁ ଖାଁ, ତେଲେଙ୍ଗାନା ରାସ୍ତା ଉପରେ ଆରାମ କରୁଥିବାର ନଜର ଆସିଲା ବାଘ, ଦେଖନ୍ତୁ Viral Video

ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲା ମେଲାରଦେବପଲ୍ଲୀ ଅଞ୍ଚଳରେ ଗୁରୁବାର ସକାଳେ ବାଘ ଆତଙ୍କ ଦେଖାଦେଇଥିଲା। ଏଠାରେ ରାସ୍ତା ପାର୍ଶ୍ଵରେ ଏକ ଚିତା ବାଘ ଶୋଇଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ସ୍ଥାନୀୟ ଜଣେ ବ୍ୟକ୍ତି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ନେହେରୁ ଜୁଲୋଜି…

ଗୁଜରାଟ: ଲକଡାଉନରେ PPE ସୁଟ ପିନ୍ଧି ଚୁଟି କାଟୁଛନ୍ତି ଭଣ୍ଡାରୀ, ଚୌକିରେ ବସିବା ପୂର୍ବରୁ ଗ୍ରାହକଙ୍କୁ କରିବାକୁ…

କରୋନା ମହାମାରୀ ଆମ ଜୀବନଶୈଳୀ ଉପରେ ବହୁତ ପ୍ରଭାବ ପକାଇଛି। ଏଥିରୁ ବଞ୍ଚିବା ପାଇଁ ଲୋକେ କେତେ କ'ଣ ଉପାୟ ଆପଣାଉଛନ୍ତି। ଏମିତି ଏକ ଦୃଶ୍ୟ ଗୁଜରାଟର ନଦିଆଦରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ, ସେଥିପାଇଁ ଏଠାକାର ଏକ ସେଲୁନର କର୍ମଚାରୀମାନେ PPE ଶୁଟ ପିନ୍ଧି…