Browsing Tag

national news

‘କରୋନା ସେହିଦିନ ଶେଷ ହେବ, ଯେଉଁଦିନ ବିଶ୍ୱ ଏହାକୁ ଶେଷ କରିବାକୁ ଚାହିଁବ! ଏମିତି କହି ଦୁନିଆକୁ ପୁଣି ଚେତାବନୀ ଦେଲା…

କରୋନା ଭାଇରସ୍‌ର ପ୍ରକୋପ ଯଦିଓ ଏବେ ସାମାନ୍ୟ କମିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ପ୍ରମୁଖ ଟେଡ୍ରୋସ୍‌ ଏଧାନମ୍‌ ଘେବ୍ରେୟେସସ୍‌ ପୁଣିଥରେ ଦୁନିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କି, କରୋନା ଭାଇରସ୍‌ ମହାମାରୀ ଏ ପର୍ଯ୍ୟନ୍ତ ଶେଷ…

ଦେଶରେ ନିର୍ମାଣ ହେବ ସୁରକ୍ଷିତ ଜାତୀୟ ରାଜପଥ, ସହଯୋଗ କରିବେ ସାଂସଦ ଓ ବିଧାୟକ; ଏଥର ଜନତାଙ୍କ ଡିମାଣ୍ଡକୁ ଦିଆଯାଇ…

କେନ୍ଦ୍ର ସରକାର ଏକ ସୁରକ୍ଷିତ ତଥା ନିରାପଦ ଜାତୀୟ ରାଜପଥ ନିର୍ମାଣରେ ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କର ସହଯୋଗ ନେବେ। ସଡ଼କ ପରିଯୋଜନାର ବିସ୍ତତ ପ୍ରକଳ୍ପ ରିପୋର୍ଟ (DPR) ବନାଇବାରେ ସେମାନଙ୍କ ପରାମର୍ଶ ନିଆଯିବ। ଏଥିରେ ରାଜପଥ ସହିତ ବାଧ୍ୟତାମୂଳକ ଭାବରେ ସର୍ଭିସ୍‌…

ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଆଜିଠୁ ଭାରତରେ ରହିବାକୁ ପଡ଼ିବ ନାହିଁ କ୍ୱାରେଣ୍ଟାଇନ୍‌, ଲାଗୁ ହେଲା ନୂଆ ନିର୍ଦ୍ଦେଶନାମା

ଭାରତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛି, ଯାହା ଅଧୀନରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ କରେଇଥିବା ସେହି ଦେଶଗୁଡ଼ିକର ଯାତ୍ରୀମାନଙ୍କୁ ଭାରତରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ, ଯାହାଙ୍କର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଥିବ। ଏହା…

ଭାରତୀୟ ସେନାରେ ବିନା ପରୀକ୍ଷାରେ ହୋଇ ପାରିବେ ଅଫିସର, କେବଳ ଦରକାର ଏହି ଯୋଗ୍ୟତା; ମିଳିବ ୨ ଲକ୍ଷ ଦରମା

ଭାରତୀୟ ସେନା (Indian Army)ରେ ଅଧିକାରୀ ହେବା ପାଇଁ ଆପଣଙ୍କ ପାଖରେ ରହିଛି ଏକ ସୁବର୍ଣ୍ଣ ସୁଯୋଗ। ଏଥି ନିମନ୍ତେ ଭାରତୀୟ ସେନା ନିଯୁକ୍ତି ଆହ୍ଵାନ କରିଛି। ରିମାଉଣ୍ଟ ପ୍ରାଣୀ ଚିକିତ୍ସାଳୟ (Indian Army Remount Veterinary Corps)ରେ ଶର୍ଟ ସର୍ଭିସ୍‌ କମିଶନ (SSC) ପାଇଁ ପୁରୁଷ…

ମହିଳା କର୍ମଚାରୀଙ୍କୁ Swiggyର ଭେଟି! ଏବେ ପ୍ରତି ମାସରେ ମିଳିବ ୨ ଦିନର ପିରିୟଡ୍‌ ଛୁଟି

ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ ‘ସ୍ୱିଗୀ’ ନିଜର ମହିଳା ଫୁଡ୍‌ ଡେଲିଭରି କର୍ମଚାରୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି। ସ୍ୱିଗୀ ମହିଳା କର୍ମଚାରୀମାନଙ୍କୁ ପ୍ରତି ମାସରେ ୨ ଦିନ ପରିୟଡ୍‌ ଲିଭ୍‌ ଦେବାକୁ ଘୋଷଣା କରିଛି। କମ୍ପାନୀ କହିଛି କି, ସେ ନିଜ ମହିଳା ଡେଲିଭରି…

ଲଦାଖ ପରେ ଏବେ ତଓ୍ଵାଙ୍ଗ! LACରେ ବଢ଼ୁଛି ଭାରତ ଓ ଚୀନ ମଧ୍ୟରେ ବିବାଦ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଡ୍ରାଗନ…

ଗତ ୧ ବର୍ଷରୁ ଅଧିକ ସମୟ ହେବ ଭାରତ ଏବଂ ଚୀନ ମଧ୍ୟରେ ଏଲ୍‌ଏସି (LAC)ରେ ଚାଲିଥିବା ବିବାଦ କୌଣସି ମତେ ଥମିବାର ନାଁ ନେଉ ନାହିଁ। ଦୁଇ ଦେଶ ଭିତରେ ସୈନ୍ୟବାହିନୀ କମାଣ୍ଡର ସ୍ତରୀୟ ୧୩ ରାଉଣ୍ଡ ବୈଠକ ହୋଇ ସାରିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରି ନାହିଁ। ଏହାରି…

ବୈଷ୍ଣୋ ଦେବୀ ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ରଖନ୍ତୁ, ଯଦି ନ ଥିବ ୭୨ ଘଣ୍ଟାର କୋଭିଡ୍‌ ରିପୋର୍ଟ, କରି ପାରିବେ ନାହିଁ…

ଜମ୍ମୁ-କାଶ୍ମୀର ପ୍ରଶାସନ କୋଭିଡ୍‌-୧୯ ମହାମାରୀକୁ ନଜରରେ ରଖି ବୈଷ୍ଣୋ ଦେବୀ ମନ୍ଦିରରେ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏମିତିରେ ଯଦି ଆପଣ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯୋଜନା କରୁଛନ୍ତି କି ଯିବାର ଅଛି, ତା’ହେଲେ ଏହି କଟକଣାଗୁଡ଼ିକ…

HIV ପଜିଟିଭ୍‌ ବାହାରିଲା ୮ ଜଣଙ୍କୁ ବିବାହ କରିଥିବା ଲୁଟେରୀ କନ୍ୟା, ମେଡିକାଲ ରିପୋର୍ଟ ଜାଣିବା ପରେ ବରମାନଙ୍କର…

କୁହନ୍ତି, ମଣିଷ ଯେତେବେଳେ ଲୋଭର ନିଆଁରେ ଜଳି ଉଠିଥାଏ, ତ ସେ କୌଣସି ବି ପଦକ୍ଷେପ ଉଠାଇବାରେ ପଛଘୁଞ୍ଚା ଦେଇ ନ ଥାଏ। ଏବେ ଏବେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏଠାରେ ଜଣେ ଲୁଟେରୀ କନ୍ୟା ପଇସା ଲୋଭରେ ୮ଟି ବିବାହ…

ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ବାଲ୍‌କୋନୀରୁ ଖସି ଜଣେ ମୃତ, ନିଆଁ ଲିଭାଇବାରେ ନିୟୋଜିତ ୧୪ଟି…

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ୬୦ ମହଲା ବିଶିଷ୍ଟ ଅଭିଗନା ପାର୍କ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ୧୯ତମ ମହଲାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଧୂଆଁ ଦୃଶ୍ୟମାନ ହୋଇଥିଲା। ବିଲ୍ଡିଂରୁ ବଡ଼ ବଡ଼ ନିଆଁ ହୁଳା ମଧ୍ୟ ତଳକୁ…

ବିଧ୍ୱଂସକ ପିନାକା ରକେଟ୍‌ ଲଞ୍ଚର କ’ଣ? ଯାହାକୁ ଏବେ ଚୀନ ସୀମାରେ ମୁତୟନ କରି ଦେଲା ଭାରତ

Line of Actual Control(ଏଲ୍‌ଏସି)ରେ ଚୀନ ସହିତ ଜାରି ସୀମା ବିବାଦକୁ ନଜରରେ ରଖି ଭାରତ ବର୍ଡରରେ ପିନାକା ରକେଟ୍‌ ଲଞ୍ଚର ମୁତୟନ କରି ଦେଇଛି। ଆଜି ଆମେ ଆପଣଙ୍କୁ ଏହି ରକେଟ୍‌ ଲଞ୍ଚର ବିଷୟରେ କିଛି ଖାସ୍‌ କଥା କହିବାକୁ ଯାଉଛୁ। ଏହି ଲଞ୍ଚରର ନାମ ଭଗବାନ ଶିବଙ୍କ ଧନୁ ‘ପିନାକ’ର ନାମ…

ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି! ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍‌ ଡ୍ୟୁଟି ବୋଲି ଧରାଯିବ

ଏବେ ମୋଦି ସରକାର ଦେଶର ସୈନିକମାନଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହାକି ସେମାନଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି, ଯେଉଁଥିରେ ଛୁଟି ବା ଅବକାଶ ସମୟରେ ସୈନିକମାନଙ୍କ ଉପରେ ଆକ୍ରମଣକୁ…

ଭାରତୀୟ ସେନାର ପ୍ଲାନ୍‌-୧୯୦ କ’ଣ? ଯାହା ଚୀନର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବେକାର କରିବା ପାଇଁ ଯଥେଷ୍ଟ

Line of Actual Control(ଏଲ୍‌ଏସି)ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୁଇ ଦେଶ ଶୀତ ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଲ୍‌ଏସିରେ ଚୀନର ଅନୁପ୍ରବେଶ ବୃଦ୍ଧି ଏବଂ ମିଲିଟାରୀ ଡ୍ରିଲ୍‌କୁ ନଜରରେ ରଖି ଭାରତୀୟ…