Browsing Tag

national news

ପ୍ରଥମେ ଆଲିଙ୍ଗନ କଲେ, ତା’ ପରେ କିସ୍‌ କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପାଦ ଛୁଇଁଲେ ବିଦେଶୀ ଭକ୍ତ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ୍‌ ଲୋକପ୍ରିୟ । ବିଦେଶରୁ ମଧ୍ୟ ଭକ୍ତ ବାଗେଶ୍ୱର ଧାମକୁ ଆସନ୍ତି । ଅନେକ ଥର ବିଦେଶରେ ମଧ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଆଉ ଏହି ସମୟର ଏକ ଭିଡିଓ ଏବେ…

ପ୍ରେମିକାକୁ ମେସେଜ କରିବାରୁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ; ତଣ୍ଟି ଚିପି ପ୍ରାଇଭେଟ୍‌ ପାର୍ଟକୁ କରିଦେଲା ଅଲଗା, କାଢ଼ି…

ହାଇଦ୍ରାବାଦରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। କାହିଁକି ନା, ସାଙ୍ଗ ଜଣକ ପ୍ରେମିକାକୁ ବାରମ୍ବାର ମେସେଜ୍‌ ଏବଂ କଲ୍‌ କରୁଥିଲା, ଯାହାକୁ ନେଇ ଅଭିଯୁକ୍ତ ମନରେ ରାଗ ରଖିଥିଲା। ଏହି କଥାକୁ ନେଇ ସେ ଏତେ ରାଗି ଯାଇଥିଲା ଯେ ସେ ନିଜ ସାଙ୍ଗର ମୁଣ୍ଡ କାଟି…

ହାଇଦ୍ରାବାଦ: ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିଲେ କନଷ୍ଟେବଳ; ହୃଦଘାତରେ ଚାଲିଗଲା ଜୀବନ

ଜିମ୍‌ରେ ଓ୍ଵାର୍କ ଆଉଟ୍‌ ବେଳେ ମୃତ୍ୟୁ ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏବେ ହାଇଦ୍ରାବାଦରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଆସିଫ୍‌ ନଗର ଥାନାରେ ମୁତୟନ ଜଣେ ପୋଲିସ କନେଷ୍ଟବଳଙ୍କର ଜିମ୍‌ରେ ଏକ୍ସରସାଇଜ୍‌ ସମୟରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବିଶାଳ ନାମକ ଏହି ୨୪…

ଖୁଚୁରା ପଇସା ଥଳି ଧରି ମୁମ୍ବାଇର ତାଜ୍‌ ହୋଟେଲ ଗଲେ ଯୁବକ; ଖାଦ୍ୟ ଖାଇବା ପରେ କଲେ ଏମିତି କାମ…ଦେଖନ୍ତୁ ଭିଡିଓ

କୌଣସି ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଇବାର ଅନୁଭବ ବହୁତ ଭିନ୍ନ ହୋଇଥାଏ। ଏଠାକୁ ଯିବା ପାଇଁ ନା କେବଳ ଆପଣଙ୍କୁ ନିଜର ଟଙ୍କାପଇସା, ବରଂ ନିଜର ପୋଷାକ, ବ୍ୟବହାର ଭଳି ଜିନିଷଗୁଡ଼ିକ ପ୍ରତି ଯତ୍ନବାନ ହେବାକୁ ପଡ଼ିଥାଏ। କିଛି ରେଷ୍ଟୁରାଣ୍ଟରେ ଲୋକଙ୍କ ପାଇଁ ନିୟମ ମଧ୍ୟ ଲାଗୁ ହୋଇଥାଏ। ଭାଷାଠୁ…

ଧରା ପଡ଼ିବା ଭୟରେ କଏଦୀ ଗିଳିଲେ ମୋବାଇଲ ଫୋନ୍‌, ଅସହାୟ ଯନ୍ତ୍ରଣାରେ ହେଲେ ଛଟପଟ!

ଜେଲ୍‌ରେ ଥିବା କଏଦୀମାନଙ୍କଠାରୁ ପ୍ରାୟତଃ ଅନେକ ସମୟରେ ମୋବାଇଲ ଫୋନ୍‌ ଜବତ ହୋଇଥାଏ। ଜେଲ୍‌ ପ୍ରଶାସନ ସହିତ ହାତ ମିଳାଇ ହେଉ କିମ୍ବା ପୋଲିସ ପ୍ରଶାସନର ଆଢ଼ୁଆଳରେ ରହି କଏଦୀମାନେ ମୋବାଇଲ ଫୋନ୍‌ ଅପରେଟ୍‌ କରି ଥାଆନ୍ତି। ଏବେ ଏହିଭଳି ଏକ ଘଟଣା ବିହାରର ଗୋପାଳଗଞ୍ଜ ମଣ୍ଡଳ କାରାଗାରରୁ…

ପୂର୍ବତନ ସରପଞ୍ଚଙ୍କ ପୁତୁରା ବାହାଘରରେ ଉଡ଼ିଲା ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ ; ଲୁଟିବା ପାଇଁ ଲୋକଙ୍କ ମଧ୍ୟରେ…

ଗୁଜରାଟର ମେହସାଣାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ବିବାହ ଉତ୍ସବରେ ଖୁବ୍‌ ନୋଟ୍‌ ଉଡ଼ାଯାଉଥିବା ଦେଖିବାକୁ ମିଳୁଛି। ବିବାହ ରୀତିନୀତି ସମୟରେ ବରଯାତ୍ରୀ ଏବଂ ବରର ସମ୍ପର୍କୀୟମାନଙ୍କ ତରଫରୁ ନୋଟ୍‌ ବର୍ଷା କରାଯାଉଛି, ଯାହାକୁ ନେବା ପାଇଁ ଲୋକେ ବିକଳ ହେଉଛନ୍ତି।…

‘MBA ଚା’ ବାଲା’ କିଣିଲେ ୯୦ ଲକ୍ଷର ମର୍ସିଡିଜ୍‌ କାର; ଇନ୍‌ଷ୍ଟାଗ୍ରାମରେ ସେୟାର କଲେ ଭିଡିଓ

‘MBA ଚା’ ବାଲା’ ନାଁ ଆପଣ ଶୁଣିଥିବେ ଓ ଏହାର ମାଲିକ ପ୍ରଫୁଲ୍ଲ ବିଲ୍ଲୋରଙ୍କୁ ମଧ୍ୟ ଜାଣିଥିବେ। ପ୍ରଫୁଲ୍ଲ ଜଣେ ଫେମସ୍‌ ଇଣ୍ଟରନେଟ୍‌ ସେନ୍‌ସେସନ। ତାଙ୍କର ଭିଡିଓଗୁଡ଼ିକ ଆପଣ ସୋସିଆଲ ମିଡିଆର ଅନେକ ପ୍ଲାଟ୍‌ଫର୍ମରେ ନିଶ୍ଚୟ ଦେଖିଥିବେ। ଇନ୍‌ଷ୍ଟାଗ୍ରାମ ରିଲ୍ସରେ ତାଙ୍କର ମୋଟିଭେସନାଲ୍‌…

୧୨ଟି ରାଜ୍ୟର ବଦଳିଲେ ରାଜ୍ୟପାଳ, ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ ରାଜ୍ୟପାଳ

ଭାରତର ମାନ୍ୟବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ଟି ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । କିଛି ରାଜ୍ୟପାଳଙ୍କ ଇସ୍ତଫା ମଞ୍ଜୁର କରାଯାଇଥିବା ବେଳେ ଆଉ କିଛିଙ୍କୁ ପରିବର୍ତ୍ତନ କରାଯାଇଛି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଇସ୍ତଫାକୁ ମଞ୍ଜୁର କରାଯାଇଛି । ଏହାଛଡା ଅନ୍ୟ ରାଜ୍ୟପାଳଙ୍କ ବଦଳି…

ଭାରତରେ ଲିଥିୟମ ଖଣି, ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ରହିଛି: ଜିଏସଆଇ ରିପୋର୍ଟ

କେନ୍ୟୁଜ୍‌(ବ୍ୟୁରୋ): ଆସିଲା ଜିଓଲୋଜିକାଲ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ଭାରତରେ ଲିଥିୟମ ଖଣି ଠାବ ହୋଇଛି । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ଖଣି ରହିଥିବା କେନ୍ଦ୍ର ସରକାର କହିଛନ୍ତି । ଜିଓଲୋଜିକାଲ…

ପାଖକୁ ଯିବାରୁ ଗାଈ ମାରିଦେଲା ନାତ! ବିଜେପି ନେତାଙ୍କ ଭିଡିଓ ସେୟାର କରି ‘Cow Hug Day’ର ମଜା ଉଡ଼ାଉଛନ୍ତି ଲୋକେ

ଭାରତୀୟ ପଶୁ କଲ୍ୟାଣ ବୋର୍ଡ ୧୪ ଫେବୃୟାରୀ ଅର୍ଥାତ୍‌ ଭ୍ୟାଲେଣ୍ଟାଇନ୍‌ ଡେ’କୁ ‘କାଓ ହଗ୍‌ ଡେ’ ରୂପେ ପାଳନ କରିବାକୁ ଅପିଲ୍‌ କରିଛି। ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହାରି ଭିତରେ ବିଜେପି ସାଂସଦ ଜିଭିଏଲ୍‌ ନରସିହ୍ମା ରାଓଙ୍କର ଏକ…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନୈଲଙ୍କର ବାହାଘର; ରାଜସ୍ଥାନର ୫୦୦ ବର୍ଷ ପୁରୁଣା ଦୁର୍ଗରେ ନେବେ ସାତଫେରା

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଗତ ମାସରେ ଆଥିଆ ସେଟ୍ଟୀ, କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିଥିଲେ। ଆଉ ଗତକାଲି ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନସାଥୀ ହୋଇଛନ୍ତି। ଏହାରି ଭିତରେ ଏବେ…

ସ୍କୁଲ ଯାଉଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ; ବସ୍‌ଷ୍ଟାଣ୍ଡରେ ଫିଙ୍ଗି ଚାଲିଗଲେ…

ଉତ୍ତର ପ୍ରଦେଶର ଏଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ଯାଉଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଏକ ବସ୍‌ ଷ୍ଟାଣ୍ଡ ନିକଟରେ ଫିଙ୍ଗି ଫେରାର ହୋଇଯାଇଛନ୍ତି।…