ଏବେ PFRDA ଅଧୀନରେ ନୂତନ ସୁବିଧା ପାଇବେ ଆକାଉଣ୍ଟଧାରୀ
ଜାତୀୟ ପେନ୍ସନ୍ ଯୋଜନା ଅଧୀନରେ ବର୍ତ୍ତମାନ ପେନସନଭୋଗୀଙ୍କ ପାଇଁ ଅନେକ ନୂତନ ସୁବିଧା ବ୍ୟବସ୍ଥା କରାଯାଉଛି। ପେନ୍ସନ୍ ପାଣ୍ଠି ନିୟନ୍ତ୍ରକ ବା PFRDA କହିଛି ଯେ, ଆମେ ଏକ ନୂତନ ସ୍କିମ୍ ଉପରେ କାମ କରୁଛୁ ଯେଉଁଥିରେ ଏକ ନମନୀୟ ପେନସନ୍ ପ୍ରତ୍ୟାହାର ଯୋଜନା ରହିବ। ପେନସନଭୋଗୀମାନେ ଏକ ମାସ,…