ଦେଶର ପରବର୍ତ୍ତୀ ୫୦ ତମ CJI ହେବେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ, ଆସନ୍ତା ମାସରେ ଗ୍ରହଣ କରିବେ ଦାୟିତ୍ଵ
CJI ୟୁୟୁ ଲଳିତ କେନ୍ଦ୍ର ସରକାରଙ୍କୁ ଦେଇଥିବା ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ଚୟନ କରିଛନ୍ତି। ଏଭଳି ପରିସ୍ଥିତିରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ର ଚୂଡ ଦେଶର ପରବର୍ତ୍ତୀ ୫୦ ତମ CJI ଭାବରେ ଦାୱିତ୍ଵ ଗ୍ରହଣ କରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି…