Browsing Tag

NATO-Russia

ପୁଟିନ ଶାନ୍ତି ନୁହେଁ ବରଂ ଅଧିକ ଯୁଦ୍ଧ ପାଇଁ କରୁଛନ୍ତି ପ୍ରସ୍ତୁତି : ନାଟୋ ମୁଖ୍ୟ

ନୂଆଦିଲ୍ଲୀ : ପୁଟିନଙ୍କ ପୋଲ ଖୋଲିଲା ନାଟୋ ମୁଖିଆଙ୍କ ମନ୍ତବ୍ୟ। ନାଟୋର ମୁଖ୍ୟ ଜେନସ ଷ୍ଟୋଲଟେନ ବର୍ଗ କହିଛନ୍ତି, ପୁଟିନ ଶାନ୍ତି ନୁହେଁ ବରଂ ଅଧିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି। ଇରାନ ଓ ନର୍ଥ କୋରିଆ ଭଳି ଶ୍ୱେଚ୍ଛାଚାରୀ ଶାସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କଠାରୁ ବିପୁଳ…

ୟୁକ୍ରେନ୍କୁ ସାହାଯ୍ୟ କରି ନାଟୋ ଦେଶ ହଟହଟା, ସରିଗଲାଣି ନିଜ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ରୁଷ ସେନା ଦିନକୁ ଦିନ ୟୁକ୍ରେନ ଉପରେ ବୋମାମାଡ଼ ଏବଂ ଏୟାର ଷ୍ଟ୍ରାଇକକୁ ତୀବ୍ର କରିବାରେ ଲାଗିଛି। ଅନ୍ୟପଟେ ନାଟୋ ଦେଶର ବଳରେ ବଳୀୟାନ ହୋଇ ରୁଷ ବିପକ୍ଷରେ ୟୁକ୍ରେନ ଅଣ୍ଟା ଭିଡ଼ିଛି। କିନ୍ତୁ ଗତ କିଛି ଦିନ ଧରି ନାଟୋ ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କମାଇବା ଆରମ୍ଭ…

ନାଟୋର ପରମାଣୁ ପରାକ୍ରମ ଦେଖିବ ରୁଷ୍‌: ସାମିଲ ହେବେ ୧୪ ଦେଶ, ୬୦ ଏୟାରକ୍ରାଫ୍ଟ

କେନ୍ୟୁଜ୍(ବ୍ୟୁରୋ): ୟୁରୋପ ଆକାଶରେ ଗର୍ଜିବ ନାଟୋର ପରମାଣୁ ଅସ୍ତ୍ରବାହୀ ଯୁଦ୍ଧ ବିମାନ । ଆସନ୍ତାକାଲିଠୁ ନାଟୋର ପରମାଣୁ ସମରାଭ୍ୟାସ -ଷ୍ଟେଡ୍‌ଫାଷ୍ଟ ନୁନ୍‌ । ସାମିଲ ହେବେ ୧୪ ଦେଶ ଓ ୬୦ ଏୟାରକ୍ରାଫ୍ଟ । ନର୍ଥ ଡାକୋଟାର ମିନଟ୍‌ ଏୟାରବେସ୍‌ରୁ ଉଡ଼ିବେ ବୋମାବର୍ଷି ବିମାନ । ଚତୁର୍ଥ ଓ…

ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚୟ : ରୁଷ୍‌ ସୁରକ୍ଷା ପରିଷଦ ଉପସଚିବ ଆଲେକଜାଣ୍ଡର…

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ…

ଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ, ମହଙ୍ଗା ପଡ଼ିପାରେ ନାଟୋରେ ସାମିଲ ହେବା

ଫିନ୍‌ଲାଣ୍ଡକୁ ପୁଟିନ୍‌ଙ୍କ ଚେତାବନୀ। ନାଟୋରେ ସାମିଲ ହେବା ଫିନ୍‌ଲାଣ୍ଡ ପାଇଁ ଭୁଲ ସାବ୍ୟସ୍ତ ହୋଇପାରେ। ନାଟୋର ସଦସ୍ୟତା ପାଇଁ ଆବେଦନ ପୂର୍ବରୁ ଫିନ୍‌ଲାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋଙ୍କ ସହ କଥା ହୋଇଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଫୋନ୍‌ରେ କଥାବାର୍ତ୍ତା ବେଳେ…

ରୁଷକୁ କଡା ଟକ୍କର ଦେବାକୁ ପୁଣି ନାଟୋକୁ ଘାତକ ଅସ୍ତ୍ରଶସ୍ତ୍ର ମାଗିଛି ୟୁକ୍ରେନ୍‌, ସଜାଗ ଅଛନ୍ତି ୪୦ ହଜାର ସୈନ୍ୟ

କେନ୍ୟୁଜ(ବ୍ୟୁରୋ): ଯୁଦ୍ଧର ବ୍ୟୂହ ରଚିଛି ନାଟୋ । ରୁଷ୍‌ ଅଖି ଉଠାଇଲେ ଆକ୍ରମଣ । ସଜାଗ ଅଛନ୍ତି ୪୦ ହଜାର ସୈନ୍ୟ। କିନ୍ତୁ ରୁଷ୍‌ ସହ ସାମ୍ନାସାମ୍ନି ହେବାକୁ ଚାହୁଁନି ନାଟୋ । ଯୁଦ୍ଧ ଯେଭଳି ବ୍ୟାପକ ନହୁଏ, ତା ଉପରେ ମଧ୍ୟ ନଜର ଦେଉଛୁ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍‌ସ…

ନାଟୋ ସଦସ୍ୟ ଦେଶର ନେତାଙ୍କୁ ଭେଟିବେ ବାଇଡେନ୍‌ , ୟୁକ୍ରେନ୍‌-ରୁଷ ଯୁଦ୍ଧ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ନାଟୋ ସଦସ୍ୟ ଦେଶର ନେତାଙ୍କୁ ଭେଟିବେ ବାଇଡେନ୍‌ । ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ୨୩ରେ ବ୍ରସେଲ୍ସରେ ନାଟୋ ସଦସ୍ୟ ରାଷ୍ଟ୍ରର ନେତାଙ୍କୁ ଭେଟିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁକ୍ରେନ୍‌-ରୁଷ ଯୁଦ୍ଧ ଉପରେ ଆଲୋଚନା…

ବନ୍ଦ ହେବ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ! ନାଟୋରେ ମିଶିବାକୁ ଆଉ ଇଚ୍ଛା ନାହିଁ ବୋଲି କହିଲେ ଜେଲେନ୍‌ସ୍କି

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍‌ ଏବେ ରୁଷର ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଛି। ଫଳରେ ଯୁଦ୍ଧ ବନ୍ଦ ହେବା ଆଶା ବଢ଼ିଛି। ଏବେ ୟୁକ୍ରେନ୍‌ ଆଉ ନାଟୋରେ ସଦସ୍ୟତା ପାଇଁ ଆଗ୍ରହୀ ନଥିବା ରାଷ୍ଟ୍ରପତି…

ନାଟୋର ସମରସଜ୍ଜା, ରୁଷିଆ ସୀମାରେ ଠୁଳ କରୁଛି ହଜାର ହଜାର ସୈନ୍ୟ

କେନ୍ୟୁଜ୍(ବ୍ୟୁରୋ): ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ବେଳେ ହାଇଆଲର୍ଟରେ ନାଟୋ ସେନା । ଘନ ଘନ ବୈଠକ ବସୁଛି । ଆଲୋଚନା କରୁଛନ୍ତି ନାଟୋ ସଦସ୍ୟ ରାଷ୍ଟ୍ର । ସ୍ଥିତି ଉପରେ ରହିଛି କଡ଼ା ନଜର । ଗତକାଲି ନାଟୋ ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ । ୟୁକ୍ରେନର ରକ୍ଷା ଓ ମାନବୀୟ ସାହଯ୍ୟ…

ୟୁକ୍ରେନର ଗ୍ୟାସ୍‌ ପାଇପ୍‌ଲାଇନ ଉଡାଇଲା ରୁଷ, ଅଣନିଶ୍ୱାସୀ ହେଉଛନ୍ତି ୟୁକ୍ରେନ ନାଗରିକ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଚତୁର୍ଥ ଦିନରେ ପହଞ୍ଚିଲାଣି। ରୁଷ ସେନା ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ନିକଟତର ହେଉଥିବା ଖବର ମିଳୁଛି। ଖବର ମୁତାବକ, କିଭ୍ ଠାରୁ ଆଉ ମାତ୍ର ୪ କି.ମି ଦୂରରେ ଅଛନ୍ତି ରୁଷ ସେନା। କିନ୍ତୁ ଏହା ମଧ୍ୟରେ ଖବର ମିଳିଛି ଯେ, ରୁଷ…

ୟୁକ୍ରେନ୍‌-ରୁଷର ଯୁଦ୍ଧ ସଙ୍କଟକୁ ନେଇ ‘ନାଟୋ’ର ପ୍ରେସମିଟ୍, ‘ଆକ୍ରମଣ ପାଇଁ ଋଷକୁ ପରିଣାମ ଭୋଗିବାକୁ ପଡିବ’

ନୂଆଦିଲ୍ଲୀ : ୟୁକ୍ରେନ୍‌-ରୁଷ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଯୁଦ୍ଧରେ ପରିଣତ ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କାକୁ ବଢାଇ ଦେଇଛି । ରୁଷ୍‌ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରୁଛି । ୟୁକ୍ରେନ୍‌ ରାଜଧାନୀ କିଭ ଓ ଖାରକିଭ ସ୍ଥିତ…

ନାଟୋ-ଋଷ୍‌ ସେନା ମୁହାଁମୁହିଁ; ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଜବାବ ଦେବୁ: ଆମେରିକା

କେନ୍ଯୁଜ୍: ନାଟୋ-ଋଷ୍‌ ସେନା ମୁହାଁମୁହିଁ। ଋଷକୁ ଧମକ ଦେଇଛି ଆମେରିକା। ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଜବାବ ଦେବୁ। ପୂର୍ବ ୟୁରୋପରେ କ୍ଷୁଦ୍ର ଦେଶ ୟୁକ୍ରେନ୍‌ ଏବେ ରଣ କ୍ଷେତ୍ର ପାଲଟିବାରେ ଲାଗିଛି। ଦେଶର ସୀମା ନିକଟରେ ଋଷ ଏକ ଲକ୍ଷରୁ ଉର୍ଦ୍ଧ୍ୱ ସୈନ୍ୟ ଠୁଳ କରିଛି। ଜବାବରେ ଆମେରିକା…