ବାରମ୍ବାର ପେଟସମସ୍ୟା ଲାଗି ରହୁଥିବାରୁ ଚିନ୍ତିତ କି, ତେବେ ଏହି ସବୁ ଟିପ୍ସ ଉପରେ ରଖନ୍ତୁ ବିଶେଷ ଧ୍ୟାନ
କିଛି ଲୋକଙ୍କର ନିୟମିତ ଭାବରେ ପେଟ ସମସ୍ୟା ଲାଗି ରହିଥାଏ । ଡାଇରିଆ, କୋଷ୍ଠ କାଠିନ୍ୟ, ଏସିଡ଼ିଟି, ପେଟ ଦରଜ ପରି ସମସ୍ୟା ଲାଗି ରହିଥିବାରୁ ଦୈନନ୍ଦିନ ଖାଦ୍ୟପେୟ ଉପରେ ଏହା ବିଶେଷ ପ୍ରଭାବ ପକାଇଥାଏ । ଆଉ ଯଦି ଦୀର୍ଘ ଦିନ ଧରି ଏହି ସବୁ ସମସ୍ୟା ଲାଗିରୁହେ ତେବେ ଡିହାଇଡ୍ରେସନ, ଅଲ୍ସର,…