ଏହି ରାଶିର ବ୍ୟକ୍ତି ଲାଇଫ ପାର୍ଟନରଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ରଖନ୍ତି ସଂଦେହୀ ନଜର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଯେତେବେଳେ ଅଶୁଭଏବଂ କମଜୋର ହୋଇଥାଏ ସେତେବେଳେ ରାଶିମାନଙ୍କ ଉପରେ ଖରାପ ପ୍ରଭାବ
ପକାଇଥାଏ | ଯେଉଁଥି ପାଇଁ ବ୍ୟକ୍ତିଟି ଆଗରେ ଏକ ଭ୍ରମ ସ୍ଥିତି ଉପୁଜିଥାଏ | ଯାହାଫଳରେ ସନ୍ଦେହ କରିବା ଭଳି ପରିସ୍ଥିତି ଆସିଥାଏ |ଯେଉଁ ବ୍ୟକ୍ତି ମାନଙ୍କର ଏହି ରାଶି ହୋଇଥାଏ…