Browsing Tag

Naval tata hockey academy

ହକି ପାଇଁ ଖୋଲିଲା ଭବିଷ୍ୟତର ରାସ୍ତା, ଟାଟା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଉଦ୍‌ଘାଟିତ ହେଲା ହକି ପ୍ରଶିକ୍ଷଣ ଏକାଡେମୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ନାଭାଲ୍‌ ଟାଟା ହକି ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦଘାଟନ କରିଛନ୍ତି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ହକି ଏକାଡେମୀ ପ୍ରତିଷ୍ଠା କରାଯାଇଛି।…