Browsing Tag

naveen meet to modi

ମୋଦିଙ୍କୁ ଭେଟିଲେ ନବୀନ, କହିଲେ ‘କୌଣସି ରାଜନୈତିକ ଆଲୋଚନା ହୋଇନାହିଁ’

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ଆମେ ସମଦୂରତା ବଜାୟ ରଖିଛୁ । ବାର୍ତ୍ତମାନ ଆମେ ତୃତୀୟ ସାମୁଖ୍ୟରେ…