Odisha News
.
Browsing Tag

naveen patanaik

ଫନି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌

‘ଫନି’ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ଉଜୁଡ଼ିଥିବା ଚାଷ ପାଇଁ ଇନପୁଟ୍ ସବସିଡି ମିଳିବ । ସବୁଦିନିଆ ଫସଲ ହେଉଥିବା ଜମି ପାଇଁ ୧୮ ହଜାର ଟଙ୍କା ସହାୟତା ରାଶି ମିଳିବ । ସେହିପରି ଜଳସେଚିତ ଜମି ପାଇଁ ମିଳିବ ୧୩ ହଜାର…

“ବିଶ୍ୱାସଘାତକତା କରିଥିବା ଲୋକଙ୍କୁ ବରଦାସ୍ତ କରିବେ ନାହିଁ ସ୍ୱାଭିମାନୀ କେନ୍ଦ୍ରାପଡ଼ାବାସୀ” କହିଲେ ନବୀନ

ସ୍ୱାଭିମାନୀ କେନ୍ଦ୍ରାପଡ଼ା ବାସିନ୍ଦା ବୈଜୟନ୍ତଙ୍କୁ କେବେ କ୍ଷମା ଦେବେ ନାହିଁ। କେନ୍ଦ୍ରାପଡ଼ାର ସ୍ୱାଭିମାନ ପ୍ରତି ଆଞ୍ଚ ଆଣୁଥିବା ଲୋକଙ୍କୁ ସେମାନେ କଦାପି ବରଦାସ୍ତ କରିବେ ନାହଁ। ନାଁ ନେଇ ଆଜି କେନ୍ଦ୍ରାପଡ଼ାରେ ପ୍ରଚାର ବେଳେ ବୈଜୟନ୍ତଙ୍କୁ ଏଭଳି ଆଟାକ୍ କରିଥିଲେ ବିଜେଡି ସୁପ୍ରିମୋ ନବୀନ…

ଆଜି ବିଜେପୁରରେ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଆଜି ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିବେ । ନବୀନଙ୍କ ପ୍ରସ୍ତାବକ ରହିବେ ବିଧାୟିକା ରୀତା ସାହୁ । ରୀତାଙ୍କ ବ୍ୟତୀତ ଅନ୍ୟ ତିନି ଜଣ…

ରାଜ୍ୟରେ ଉଦଘାଟିତ ହେଲା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟର, ଏସିଆନ ଗେମ୍‌ରେ ଖେଳିଥିବା ୫ କ୍ରୀଡାବିତ ପୁରସ୍କୃତ

ଭୁବନେଶ୍ବର : ରାଜ୍ୟରେ ଉଦଘାଟିତ ହେଲା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟର । ୪ଟି ହାଇ ପରଫରମାନ୍ସ ସେଣ୍ଟରର ସହ ଏକ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟରକୁ ଉଦଘାଟନ କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଓଡ଼ିଶାକୁ ପ୍ରଶଂସା କରିଥିଲେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ।…

ଆଜିଠୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ PM କିଷାନ ଯୋଜନା, ଚାଷୀଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା । ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ଯ୍ୟାୟର ଆଜି ଉତ୍ତରପ୍ରଦେଶର ଗୋରଖପୁରରରୁ ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶର ଏକ କୋଟି ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ସରକାର । ପ୍ରଥମ କିସ୍ତିରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ : ଜିରାଙ୍ଗ ବୌଦ୍ଧ ପୀଠ ପଦ୍ମପୋଖରୀରେ ପଦ୍ମସମ୍ଭବଙ୍କ ମୂର୍ତ୍ତିର କରିବେ…

 ଗଜପତି (କେନ୍ଯୁଜ୍) :ଆଜି ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ତିବ୍ଦତୀୟ ଧର୍ମପୀଠ ମହାବିହାରରେ ପ୍ରସ୍ତୁତି ସରିିଛି। ପଦ୍ମପୋଖରୀରେ ୫୦ଲକ୍ଷ ଟଙ୍କାରେ ନିର୍ମିତ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୂର୍ତ୍ତି ଉନ୍ମୋଚନ କରିବେ…

କୁଡୁମୀ ବିକାଶ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି

ଭୁବନେଶ୍ବର (କେନ୍ୟୁଜ୍) : କୁଡୁମୀ ସଂପ୍ରଦାୟର ବିକାଶ ପାଇଁ ସହାୟତା ଯୋଗାଇ ଦେବାକୁ କୁଡୁମୀ ବିକାଶ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା କୁଡୁମୀ ସଂପ୍ରଦାୟର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ସେମାନଙ୍କ ସଂସ୍କୃତିକୁ ରୁଦ୍ଧିମନ୍ତ…

ରାହୁଲଙ୍କ ହାଇଭୋଲ୍ଟେଜ୍ ଆଟାକ ପରେ ବିଜେଡି-ବିଜେପିର କାଉଣ୍ଟର ଆଟାକ୍

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତରେ ଟାର୍ଗେଟରେ ଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଉଭୟ ମୋଦି ଓ ନବୀନଙ୍କର ରାହୁଲ ସମାଲୋଚନା କରିଥିଲେ । ବିଜେଡି କହିଛି କଂଗ୍ରେସ ବିଚଳିତ ହୋଇପଡିଛନ୍ତି । ବିଜେପି କହିଛି ପରିବାରବାଦ ରାଜନୀତିରେ ବିଶ୍ୱାସ କରୁଥିବା ରାହୁଲ ଏଭଳି କହିବା…

ଆଗାମୀ ନିର୍ବାଚନରେ ପୁଣି ବିଜେଡିର ହେବ ବିଜୟ, ଆକଳନ ଲଗାଇଛି ଡେକାନ୍ ହେରାଲଡ଼

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଛି । ଆଗାମୀ ନିର୍ବାଚନରେ ପୁଣି ବାଜିମାତ୍ କରିବ ବିଜେଡି। ଏମିତି ଆକଳନ କରିଛି ଜାତୀୟ ନ୍ୟୁଜ ସଂସ୍ଥା ଡେକାନ୍ ହେରାଲଡ଼ । ପୂର୍ବରୁ ଅନେକ ଓପିନିଅନ ପୋଲ ଆସିଛି। ପ୍ରାୟ ସବୁଥିରେ ମୁଖ୍ୟମନ୍ତ୍ରୀଙ୍କର…

‘ଆମ ଘରେ ଏଲଇଡି’ : ଏବେ ମାଗଣାରେ ମିଳିବ ଏଲଇଡି ଲାଇଟ

ଭୁବନେଶ୍ବର (କେନ୍ୟୁଜ୍) : ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଏଲଇଡି ଲାଇଟ । ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । NFSA ଓ SFSS ହିତାଧିକାରୀଙ୍କୁ ମିଳିବ ମାଗଣା ଲାଇଟ ମିଳିବ । ହିତାଧିକାରୀଙ୍କୁ ୯ ଓ୍ଵାଟର ୪ଟି ଏଲଇଡି ଲାଇଟ ଦିଆଯିବ । ୯୫…

ନବୀନଙ୍କୁ ଭେଟିଲେ କେସିଆର, ସମଭାବାପନ୍ନ ଆଞ୍ଚଳିକ ଦଳ ଏକାଠି ହେବା ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ବର : ନବୀନ-କେସିଆର୍‌ ଭେଟଘାଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନବୀନ ନିବାସରେ ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଏହାପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି, ଜାତୀୟ ରାଜନୀତି ସମ୍ପର୍କରେ…

ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କଲେ ରାଜ୍ୟ ସରକାର, ଉପକୃତ ହେବେ ୩୦ ଲକ୍ଷ କୃଷକ

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୦ ହଜାର କୋଟି ଟଙ୍କାର ଘୋଷଣା ହୋଇଛି। ଯାହାକୁ ଆଜି କ୍ୟାବିନେଟ୍‌ ମଂଜୁରୀ ମିଳିଥିଲା। କୃଷକ ଆସିଷ୍ଟାନ୍‌ସ ଫର ଲାଇଭଲିହୁଡ୍‌ସ ଆଣ୍ଡ ଇନ୍‌କମ ଅଗମେଣ୍ଟେସନ, କାଳିଆ ସ୍କିମ୍‌ରେ ଦିଆଯିବ ସହାୟତା। ପ୍ରଥମ ସ୍କିମ୍‌ରେ,…