‘ଆମ ଘରେ ଏଲଇଡି’ : ଏବେ ମାଗଣାରେ ମିଳିବ ଏଲଇଡି ଲାଇଟ
ଭୁବନେଶ୍ବର (କେନ୍ୟୁଜ୍) : ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଏଲଇଡି ଲାଇଟ । ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । NFSA ଓ SFSS ହିତାଧିକାରୀଙ୍କୁ ମିଳିବ ମାଗଣା ଲାଇଟ ମିଳିବ ।
ହିତାଧିକାରୀଙ୍କୁ ୯ ଓ୍ଵାଟର ୪ଟି ଏଲଇଡି ଲାଇଟ ଦିଆଯିବ । ୯୫…