ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ କମିଶନ ଫ୍ଲାଇଂ ସ୍କ୍ଵାଡ୍
ରାଉରକେଲା(କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ। ରାଉରକେଲାରେ ନବୀନଙ୍କ ହେଲିକପ୍ଟରକୁ ଯାଞ୍ଚ କରିଥିଲେ ନିର୍ବାଚନ କମିଶନ ଫ୍ଲାଇଂ ସ୍କ୍ଵାଡ୍। ଗତକାଲି ରାଉରକେଲା ଗସ୍ତ ବେଳେ ହେଲିକପ୍ଟର ସହ ଲଗେଜ ଯାଞ୍ଚ ହୋଇଥିଲା। ଏସମ୍ପର୍କିତ ଭିଡିଓ ଏବେ ଭାଇରାଲ୍ ହୋଇଛି। ଯେଉଁଥିରେ…