ବରଗଡ଼ ନିର୍ବାଚନୀ ସଭାରେ କେନ୍ଦ୍ରକୁ ଟାର୍ଗେଟ୍ କଲେ ନବୀନ
ବରଗଡ଼ (କେନ୍ୟୁଜ୍) : କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି ବୋଲି ପୁଣି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଚାଷୀ…