ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀବାସୀଙ୍କ ତ୍ୟାଗକୁ ଏ ଜାତି କେବେ ବି ଭୁଲିବ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(କେନ୍ୟୁଜ୍): ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀବାସୀଙ୍କ ତ୍ୟାଗକୁ ଏ ଜାତି କେବେ ବି ଭୁଲିବ ନାହିଁ। ଟ୍ଵିଟ୍ କରି ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ କହିଛନ୍ତି କି, ଆପଣମାନଙ୍କ ସୁବିଧା ଓ କ୍ଷତିର ଭରଣା ପାଇଁ ସରକାର ସବୁ ବେଳେ ସାଥିରେ ରହିଛି। ଏଥି…