ଗୋଟିଏ ଡାଇନିଂ ଟେବୁଲ୍ରେ ନବୀନ ଏକାଠି କରିଦେଲେ ରାଜନୈତିକ ଦିଗ୍ଗଜଙ୍କୁ
ଭୁବନେଶ୍ୱର (କେ ନ୍ୟୁଜ୍) : ସେମାନେ ପରସ୍ପରର ରାଜନୈତିକ ଶତ୍ରୁ ଭାବେ ପରିଚିତ । ଟିକିଏ ସୁଯୋଗ ମିଳିଲେ ପରସ୍ପରକୁ ସମାଲୋଚନା କରିବାକୁ ପଛାଇ ନଥାନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏହି ରାଜନୈତିକ ଶତ୍ରୁତାର ଆଜି କିନ୍ତୁ…