ଦୀପ ଜାଳି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ଧର୍ମଶାଳା ବିଜୁ ଯୁବ ଜନତା ଦଳ
ଯାଜପରୁ (କେନ୍ୟୁଜ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ବର୍ଷରେ ପାଦ ଥାପିଛନ୍ତି ନବୀନ। ଏବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳିନାହାଁନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଯାଜପରୁ ଜିଲ୍ଲା ଧର୍ମଶାଳା ବିଜୁ ଯୁବ ଜନତା ଦଳ…