Browsing Tag

naveen threaten

ଛତିଶଗଡ଼ ଜେଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକପୂର୍ଣ୍ଣ ଚିଠି : ୫୦ କୋଟି ଟଙ୍କା ଦାବି କଲା କଏଦୀ

ଭୁବନେଶ୍ବର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକପୂର୍ଣ୍ଣ ଚିଠି । ଛତିଶଗଡ଼ ବିଳାସପୁରର କେନ୍ଦ୍ରୀୟ ଜେଲରୁ ଧମକପୂର୍ଣ୍ଣ ଚିଠି ଆସିଛି । ଜେଲରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ଧମକ ଦେଇଛି । ଏହା ସହ ୫୦ କୋଟି ଟଙ୍କା ଦାବି କରିଛି । ଏହା…