କଂଗ୍ରେସ ହାତ ଧରିଲେ ପୂର୍ବତନ NCP ବିଧାୟକ ନବୀନ ନନ୍ଦ
ଭୁବନେଶ୍ବର : କଂଗ୍ରେସରେ ଯୋଗଦେଲେ ନବୀନ ନନ୍ଦ। ପୂର୍ବତନ NCP ବିଧାୟକ ନବୀନ ନନ୍ଦ। ନିଜ ସମର୍ଥକଙ୍କ ସହ ସେ ଦଳରେ ସାମିଲ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ୬ଟି ଲୋକସଭା ଓ ୩୬ଟି ବିଧାନସଭା…