ଜେଲରେ ଅସୁସ୍ଥ ହେଲେ ସିଦ୍ଧୁ : ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଜେଲରେ ଦିଆଗଲା ଖଟ, ଓଜନ କମାଇବା ପାଇଁ ପରାମର୍ଶ…
ରୋଡ଼ ରେଜ ମାମଲାରେ ଏକ ବର୍ଷ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଦ୍ଧୁଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ତାଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିବା ଜଣାଯାଇଛି। ଏହା ଜାଣିବା ପରେ ଡାକ୍ତରୀ ଟିମ ପଟିଆଲା ସେଣ୍ଟ୍ରାଲ ଜେଲରେ ପହଞ୍ଚିଥିଲେ। ଯେଉଁଠାରେ…