ସ୍ତନ କର୍କଟକୁ ମାତ୍ ଦେଲେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ; କହିଲେ, ଏବେ ପୂରଣ କରିପାରିବି ସବୁଠୁ ବଡ଼ ସ୍ୱପ୍ନ
ସ୍ତନ କର୍କଟକୁ ମାତ୍ ଦେଇଛନ୍ତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ। ତାଙ୍କୁ କର୍କଟମୁକ୍ତ ଘୋଷଣା କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ ବର୍ତ୍ତମାନ ସେ ନିଜର ସବୁଠୁ ବଡ଼ ସ୍ୱପ୍ନକୁ ପୂରଣ କରିପାରିବେ।…