ବଲିଉଡ୍ ଅଭିନେତ୍ରୀଙ୍କୁ ଟକ୍କର ଦେବେ ନଭ୍ଜିତ ସିଂହ ସିଦ୍ଧୁଙ୍କ ଝିଅ, ଦେଖିଲେ ଫଟୋରୁ ହଟାଇ ପାରିବେନି ନଜର
ପୂର୍ବତନ କ୍ରିକେଟର ତଥା ରାଜନେତା ନଭ୍ଜିତ୍ ସିଂହ ସିଦ୍ଧୁଙ୍କୁ କିଏ ବା ନ ଜାଣେ । ଟେଲିଭିଜନ ଜଗତରେ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏବେ କିନ୍ତୁ ଆମେ କହିବାକୁ ଯାଉଛୁ ତାଙ୍କ ଝିଅ ରାବିଆ ସିଦ୍ଧୁଙ୍କ ବିଷୟରେ । ଯାହଙ୍କ ଫଟୋ ଦେଖି ଆପଣଙ୍କ ମୁଣ୍ଡ ଚକ୍କର ଖାଇଯିବ । କାରଣ ସେ ସୁନ୍ଦର…