ସିଦ୍ଧୁଙ୍କୁ ଲାଗିଛି ସଦମା , ୨୦ ଦିନ ହେବ କାହା ସହିତ କଥା ହେଉନାହାନ୍ତି କି କାହାକୁ ଦେଖା କରୁନାହାନ୍ତି
ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ କିଛି ଦିନ ହେବ ଖପ୍ପା ଥିବା ଜଣାପଡିଛି । ଖବର ମୁତାବକ ନବଜୋତ ସିଂ ସିଦ୍ଧୁ ପାଖାପାଖି ୨୦ ଦିନ ହେବ କାହା ସହିତ କଥା ହେଉନାହାନ୍ତି କି କାହା ସହିତ ଦେଖା ମଧ୍ୟ କରୁନାହାନ୍ତି । ତେବେ ତାଙ୍କର ଏହି ରାଗ ପଛର କାରଣ ତାଙ୍କ ପତ୍ନୀଙ୍କୁ ନେଇ ।…