ଆଜିଠୁ ଶାରଦୀୟ ନବରାତ୍ରି…ଜାଣନ୍ତୁ ୯ ଦିନ ପର୍ଯ୍ୟନ୍ତ କ’ଣ କରିବେ ଓ କ’ଣ ନ କରିବେ
ଶାରଦୀୟ ନବରାତ୍ରି ଆଜିଠୁ ଆରମ୍ଭ ହୋଇଛି। ଏହି ୯ ଦିବସୀୟ ମହାପର୍ବ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ୯ ଦିନ ପର୍ଯ୍ୟନ୍ତ ମନ୍ଦିର ଓ ଘରେ ମା’ଙ୍କ ଉପାସନା ହେବ ଏବଂ ସମସ୍ତେ ଘଟ ସ୍ଥାପନା କରିବେ। ଘଟ ସ୍ଥାପନା ସହିତ ମାତା ରାଣୀଙ୍କର ପୂଜା ବିଧି ବିଧାନର ସହ କରାଯିବ। ହିନ୍ଦୁ ଧର୍ମରେ ଦେବୀ…