ନବରାତ୍ରି ଉପବାସରେ ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ
ଶାରଦୀୟ ନବରାତ୍ରି ସମୟରେ ଭକ୍ତମାନେ ୯ ଦିନ ଉପବାସ କରନ୍ତି । ଯଦି ଆପଣ ଚାହାଁନ୍ତି, ଏହି ୯ ଦିନରେ ଉପବାସ କରି ଆପଣ ମଧ୍ୟ ଓଜନ ହ୍ରାସ କରିପାରିବେ । ଏଥିପାଇଁ ଆପଣ ହେଲଦି ଜିନିଷ ଖାଇବା ଉଚିତ୍ । ଉପବାସ ସମୟରେ ଅଧିକ ଫଳ ଖାଇବା ଉଚିତ୍ । କିନ୍ତୁ ଯେଉଁମାନେ ୯ ଦିନ ଉପବାସ କରନ୍ତି ସେମାନେ…