Browsing Tag

navy chief

ଜଳପଥରୁ ଭାରତକୁ ଆତଙ୍କବାଦୀ ଆକ୍ରମଣ ଯୋଜନା, ଗୁଇନ୍ଦା ସୂଚନା ପରେ ଭାରତୀୟ ନୌସେନା ସଜାଗ

ଜଳପଥରେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ସମୁଦ୍ର ପଥ ଦେଇ ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଥିବା ଭାରତୀୟ ଗୁଇନ୍ଦା…

ନୌସେନାର ନୂଆ ମୁଖ୍ୟ ହେଲେ ଆଡମିରାଲ କରମ୍‌ବୀର ସିଂହ

କେନ୍ୟୁଜ୍ : ନୌସେନାର ନୂଆ ମୁଖ୍ୟ ହେଲେ ଆଡମିରାଲ କରମ୍‌ବୀର ସିଂହ । ୨୪ ତମ ନୌସେନା ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୌସେନା ମୁଖ୍ୟ ଥିବା ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ସୁନୀଲ ଲାମ୍ବା ଆଡମିରାଲ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।…