ମାସେ ପରେ ମେଘାଳୟ କୋଇଲା ଖଣିରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କଲେ ନୌସେନା ବୁଡାଳି
ମେଘାଳୟ(କେନ୍ୟୁଜ୍) : ମାସେ ପରେ ଉଦ୍ଧାର ହେଲା ମୃତଦେହ। ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ କୋଇଲା ଖଣିରେ ଫସି ରହିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୨୦୦ ଫୁଟ ତଳୁ ନାଭି ଟିମ୍ ମୃତଦେହକୁ ବାହାର କରିଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍…