ବେଲ୍ରେ ଆସିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଜେଲ୍ରୁ ଖଲାସ ହୋଇଛନ୍ତି । ସୁପ୍ରିମ କୋର୍ଟରୁ ତାଙ୍କୁ ଜାମିନ ମିଳିଛି । ସେ ଚିକିତ୍ସା ନିମନ୍ତେ ୬ ସପ୍ତାହ ପାଇଁ ଜାମିନ ପାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ସେ ଦେଶ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ…