Odisha News
.
Browsing Tag

Nawaz Sharif

ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ଏବଂ ଝିଅ ମରିୟମ୍ ନଓ୍ଵାଜ୍

ନୂଆଦିଲ୍ଲୀ : ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ବ୍ରିଟେନ୍ରୁ ଇସଲାମାବାଦ ଫେରୁଛନ୍ତି। ଏଣୁ ସେ ଆଜି ଗିରଫ ହୋଇପାରନ୍ତି ନେଇ ଚର୍ଚ୍ଚା ଯୋର ଧରିଛି। ତାଙ୍କ ସହ ଝିଅ ମରିୟମ୍ ନଓ୍ଵାଜ୍ ବି ଗିରଫ ହେବେ। ବିମାନବନ୍ଦରରୁ ଦୁହିଁଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ । ଇସଲାମାବାଦର ଏକ ଦୁର୍ନୀତି ନିବାରଣ କୋର୍ଟ ତାଙ୍କୁ ଏହି ସଜା ଶୁଣାଇଛନ୍ତି । ତାଙ୍କ ଝିଅ ମରିୟମ ନଓ୍ଵାଜଙ୍କୁ ମଧ୍ୟ ୭ ବର୍ଷ ଏବଂ ଜ୍ୱାଇଁଙ୍କୁ ୧ ବର୍ଷ ଜେଲ୍‌ ଆଦେଶ ହୋଇଛି । ଜେଲ୍‌ ସହ…