୪୮ ବର୍ଷରେ ପାଦ ଦେଲେ ନୱାଜୁଦ୍ଦିନ ସିଦ୍ଦିକି, ଫିଲ୍ମ ଠାରୁ ୱେବ ସିରିଜ ପର୍ଯ୍ୟନ୍ତ ସବୁଠି ଛାଇ ରହିଛି ତାଙ୍କ ଅଭିନୟର…
ବଲିଉଡ ଜଗତରେ ନିଜ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନବାଜଉଦ୍ଦିନ ସିଦ୍ଦିକି ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି । ନବାଜଉଦ୍ଦିନଙ୍କ ଜନ୍ମ ୧୯୭୪ ମସିହା ମେ ୧୯
ତାରିଖରେ ମୁଜାଫର ନଗରର ବୁଧାନା ଠାରେ ହୋଇଥିଲା । ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଠାରୁ…