Browsing Tag

naxal

ଜାନୁଆରୀରେ ଥିଲା ବାହାଘର, କିନ୍ତୁ ନକ୍ସଲ ଏନକାଉଣ୍ଟରରେ ସହିଦ ହେଲେ ଇନ୍ସପେକ୍ଟର ଆଶିଷ ଶର୍ମା

ପୁଅର ବିବାହ ପାଇଁ ପ୍ରସ୍ତୁତ ଥିଲା ପରିବାର । ପୁଅ ସହ ପ୍ରତିଦିନ କଥା ନହେଲେ ମା’କୁ ରାତିରେ ନିଦ ହୁଏନି । କିନ୍ତୁ ହଠାତ ଖବର ଆସିଲା ପୁଅ ସହିଦ ହୋଇଯାଇଛି । ଖବର ଶୁଣି ମା’ ପାଦ ତଳୁ ଯେମିତି ମାଟି ଖସିଗଲା । କୋଉ ମା’ ବା ଏମିତି ଖବର ଶୁଣି ଧୈର୍ଯ୍ୟ ଧରିବ । ଘର ଲୋକଙ୍କ କାନ୍ଦ ବୋବାଳିରେ…

ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ନକ୍ସଲ ଗୁଳିବିନିମୟ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ରାଉରକେଲା : ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ନକ୍ସଲ ଗୁଳିବିନିମୟ । ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି ।  ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ଅଞ୍ଚଳର ସରଣ୍ଡା ଜଙ୍ଗଲର କୁଲାପୁବୁରୁ ଅଞ୍ଚଳରେ…

ବିଜାପୁରରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଜାରି, ଜବତ ହେଲା ୭ ମାଓବାଦୀଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର

ବିଜାପୁର : ଛତିଶଗଡ଼ର ବିଜାପୁରରେ ନକ୍ସଲବାଦୀଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ଏଠାରେ ଜାତୀୟ ଉଦ୍ୟାନ ଅଞ୍ଚଳରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ସମୟରେ ଏପର୍ଯ୍ୟନ୍ତ ୭ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ମାଓବାଦୀଙ୍କୁ…

ନକ୍ସଲ ଷଡଯନ୍ତ୍ର ପଣ୍ଡ କଲେ ସୁରକ୍ଷାକର୍ମୀ, ବିସ୍ଫୋରକ ଜବତ ପରେ ସ୍ଥାନୀୟ ଅଞ୍ଚଳରେ ଅପରେସନ ଜାରି

 ଛତିଶଗଡ଼ : ବଡ଼ ନକ୍ସଲ ଷଡଯନ୍ତ୍ର ପଣ୍ଡ ।  ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାର ଗୌରମୁଣ୍ଡା ଜଙ୍ଗଲରେ ନକ୍ସଲ ଷଡଯନ୍ତ୍ର ପଣ୍ଡ କଲେ ସୁରକ୍ଷାକର୍ମୀ ।  ଦୁଇଟି ଘାତକ ବୋମା ଜବତ ହୋଇଛି ।  ନକ୍ସଲ ବଡ ଷଡଯନ୍ତ୍ର କରୁଥିବା ଖବରପାଇ ଚଢ଼ାଉ କରିଥିଲେ ସୁରକ୍ଷାକର୍ମୀ । ଗୌରମୁଣ୍ଡା…

ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ଆଇଇଡି ବିସ୍ପୋରଣ, ୩ ଦିନ ପରେ ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ଆଇଇଡି ବିସ୍ପୋରଣର ୩ ଦିନ ପରେ ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ଅମ୍ବେଲି ନାଳ ନିକଟରୁ ଡ୍ରାଇଭରଙ୍କ ମୃତଦେହ ମିଳିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଅବୁଝମାଡ଼…

ନକ୍ସଲ ନିପାତ ନେଇ ବଡ଼ ବୈଠକ, ଯୋଗଦେବେ ଓଡ଼ିଶା ସମେତ ଆଠଟି ନକ୍ସଲ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ନକ୍ସଲ ନିପାତ ନେଇ ବସିବ ବଡ଼ ବୈଠକ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ହେବ ମାଓ ମୁକାବିଲା ରଣନୀତି ନେଇ ବୈଠକ । ଏଥିରେ ଓଡ଼ିଶା ସମେତ ଆଠଟି ନକ୍ସଲ ଅଧ୍ୟୁଷିତ ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶ ଗଡ଼, ଝାଡ଼ଖଣ୍ଡ,…

ନକ୍ସଲ ନାମରେ ଚାନ୍ଦା ଆଦାୟ ଅଭିଯୋଗ,ଦୁଇଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ

ନକ୍ସଲ ନାମରେ ଚାନ୍ଦା ଆଦାୟ ଅଭିଯୋଗ ।  ଦୁଇଜଣ ଯୁବକଙ୍କୁ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୁନ୍ଦେଇ ପୁଲିସ ଗିରଫ କରିଛି ।  ରାଇଘର ବ୍ଲକ ଅନ୍ତର୍ଗତ ଖୁଡ଼ୁକୁ ପଞ୍ଚାୟତ ଅନ୍ତର୍ଗତ ରାସପୁର ଗ୍ରାମର ରାମଲାଲ ହରିଜନ ଓ ଖୁଡ଼ୁକୁ ଗ୍ରାମର ପିଲାରାମ ହରିଜନ ଦୁହେଁ ମିଶି ହାଟଭରଣ୍ଡି ଗ୍ରାମର ଅନିଲ…

ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ

ମାଓବାଦର ହେବ ମୂଳୋତ୍ପାଟନ । ଭୁଶୁଡ଼ିବ ବାମପନ୍ଥୀ ଉଗ୍ରବାଦ । ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ । ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ ପରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତାଙ୍କ ଅଧ୍ୟକ୍ଷତାରେ ରାୟପୁରରେ ଆୟୋଜିତ ବୈଠକରେ ନକ୍ସଲପ୍ରବଣ ୭ ରାଜ୍ୟର ମୁଖ୍ୟ ସଚିବ…

ଆଜି ଛତିଶଗଡ଼ରେ ବସିବ ନକ୍ସଲ ମୁକାବିଲା ରଣନୀତି ବୈଠକ, ଅଧ୍ୟକ୍ଷତା କରିବେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଆଜି ଛତିଶଗଡ଼ର ରାୟପୁରରେ ନକ୍ସଲ ଅଧ୍ୟୁଷିତ ରାଜ୍ୟର ସମୀକ୍ଷା ବୈଠକ ବସିବ । ଏହି ଆନ୍ତଃରାଜ୍ୟ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରସ୍ତୁତ ହେବ ନକ୍ସଲ ଦମନ ରଣନୀତି । ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡ଼ଖଣ୍ଡ, କେରଳ, ପଶ୍ଚିମବଙ୍ଗ,…

ନକ୍ସଲ ଅଧ୍ୟୁଷିତ ରାଜ୍ୟର ବୈଠକ ପାଇଁ ଓଡ଼ିଶାର ରଣନୀତି ଚୂଡାନ୍ତ, ଆଜି ବସିଥିଲା ବୈଠକ

ଭୁବନେଶ୍ୱର: ଆଗାମୀ ୨୪ ତାରିଖରେ ରାୟପୁରରେ ୯ ଟି ନକ୍ସଲ ଅଧ୍ୟୁଷିତ ରାଜ୍ୟର ବୈଠକ ପାଇଁ ଆଜି ଚୂଡାନ୍ତ ହୋଇଛି ଓଡ଼ିଶାର ରଣନୀତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।…

ରାଇପୁରରେ ବସିବ ବୈଠକ, ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ଅଗଷ୍ଟ ୨୪ ରାୟପୁରରେ ବସିବ ଆଣ୍ଟି ନକ୍ସଲ ସମନ୍ବୟ ବୈଠକ । ୬ ରାଜ୍ୟର ଅଧିକାରୀଙ୍କୁ ନେଇ ଛତିଶଗଡ଼ର ରାୟପୁରରେ ବସିବ ବୈଠକ ।  ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  ବୈଠକରେ ଯୋଗ ଦେଇପାରନ୍ତି ଓଡ଼ିଶା ମୁଖ୍ୟ ଶାଚନ ସଚିବ ମନୋଜ ଆହୁଜା ଓ ଡିଜି ୱାଇ ବି ଖୁରାନିଆ । …

ଛତିଶଗଡ଼: ସୁକ୍‌ମାରେ ୫ ନକ୍ସଲ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଛତିଶଗଡ଼ର ସୁକମା ଜିଲ୍ଲାରେ ୫ ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବ୍ୟାରେଲ ଗ୍ରେନେଡ ଲଞ୍ଚର୍‌ ସେଲ୍‌, ଗୋଟିଏ ଟିଫିନ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହି ନକ୍ସଲମାନେ ଜଗରଗୁଣ୍ଡା ଥାନା ଅଞ୍ଚଳରୁ ଧରାପଡ଼ିଛନ୍ତି । ପୋଲିସ…