Browsing Tag

naxal dead

ଛତିଶଗଡ଼: ସୁରକ୍ଷା ବାହିନୀ ଗୁଳିରେ ମହିଳା ନକ୍ସଲ ନିହତ, ଘୋଷଣା ହୋଇଥିଲା ୮ ଲକ୍ଷ ଟଙ୍କା ପୁରସ୍କାର ରାଶି

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଜଣେ ମହିଳା ନକ୍ସଲଙ୍କୁ ସୁରକ୍ଷା ବାହିନୀ ନିପାତ କରିଛନ୍ତି । ୩୦ ବର୍ଷୀୟା ଏହି ନକ୍ସଲଙ୍କ ଉପରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କାଙ୍କେର ପୋଲିସ ଅଧୀକ୍ଷକ ଇନ୍ଦିରା କଲ୍ୟାଣ ଇଲେସେଲା କହିଛନ୍ତି ଯେ ଛୋଟେ ବେଥିୟା ଥାନା ଅଧୀନ…

ମହାରାଷ୍ଟ୍ର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର, ୨ ମହିଳାଙ୍କ ସମେତ ୩ ନକ୍ସଲ ସଫା

ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଭାମରାଗଡ଼ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି । ନିହତ ନକ୍ସଲମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ପୋଲିସ ଜଣେ ପୁରୁଷ ଏବଂ ଦୁଇ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛି । ଗଡ଼ଚିରୋଲି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୧୦ ମାଓବାଦୀ

ଛତିଶଗଡ଼ : ପୋଲିସ ଏନକାଉଣ୍ଟରରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ ସୀମାନ୍ତ ବିଜାପୁର ଟିଡ଼ୋକି ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀଙ୍କ ପ୍ରାଣ ଯାଇଛି। ଏବେବି ସୁରକ୍ଷାକର୍ମୀ-ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି। ମୃତ ମାଓବାଦୀଙ୍କଠାରୁ ୧୧ଟି…