ବିଜାପୁରରେ ୩୧ ନକ୍ସଲ ନିପାତ, ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ
ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ । ବିଜାପୁର ଜଙ୍ଗଲରେ ୩୧ ନକ୍ସଲ ନିପାତ ପରେ ଆଲର୍ଟରେ ଓଡ଼ିଶା । ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଉ କିଛି ମାଓବାଦୀ ଜଙ୍ଗଲ ରେ ଲୁଚି ରହିଥିବା ଆଶଙ୍କାରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜାନୁଆରୀ…