Browsing Tag

naxal murder

ପୁଣି ମାତିଲେ ମାଓବାଦୀ : ପୋଷ୍ଟମାଷ୍ଟରଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି : ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କର ବର୍ବରକାଣ୍ଡ । ଜଣଙ୍କୁ ଗୁଳି କରି ହତ୍ୟା କରିଛି ଲାଲ୍ବାହିନୀ । ଚିତ୍ରକୋଣ୍ଡା ଥାନା କମଳାପଦର ପପଲୁର ଗାଁର ପୋଷ୍ଟମାଷ୍ଟରଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ନାରାୟଣ ପୋଲାସି ।…