Browsing Tag

naxal surrendered

ଭୁଶୁଡୁଛି ଲାଲ ଗଡ଼: ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ

ମାଲକାନଗିରି (କେନ୍ୟୁଜ): ମାଲକାନଗିରିରେ ଭୁଶୁଡୁଛି ଲାଲ ଗଡ଼ । ସଂଗଠନର ହାତ ଛାଡୁଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ପୁଣି ୩ ଜଣ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ…