Browsing Tag

naxal violence

ରାୟଗଡାରେ କମ୍ବିଂ ଚାଲିଥିବା ବେଳେ ନକ୍ସଲ-ପୋଲିସ ମୁହାଁମୁହିଁ, ଗୋଟିଏ ରାଉଣ୍ଡ ଗୁଳି ଦେଲେ ଛତ୍ରଭଙ୍ଗ

ରାୟଗଡା(କେନ୍ୟୁଜ୍): ରାୟଗଡା ଜିଲ୍ଲାରେ କମ୍ବିଂ ଚାଲିଥିବା ବେଳେ ନକ୍ସଲଙ୍କ ସହିତ ପୋଲିସ ମୁହାଁମୁହିଁ । ମୁନିଗୁଡା ଥାନା ଅନ୍ତର୍ଗତ ଆମ୍ଭଧୂନି ନିକଟରେ ଏହି ଘଟଣା ଘଟିଛି । ପୋଲିସ ଉପରକୁ ନକ୍ସଲ ଗୋଟିଏ ରାଉଣ୍ଡ ଗୁଳି କରି ଛତ୍ରଭଙ୍ଗ ଦେଇଛନ୍ତି । ପୋଲିସକୁ ନକ୍ସଲ ବ୍ୟବହାର କରୁଥିବା…

ରାୟଗଡ଼ାରେ ନକ୍ସଲଙ୍କ ଉନ୍ମତକାଣ୍ଡ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିରୋଧ କରି ଗାଡ଼ି ପୋଡ଼ିଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ାରେ ନକ୍ସଲଙ୍କ ଉନ୍ମତକାଣ୍ଡ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିରୋଧ କରି ଗାଡ଼ି ପୋଡ଼ିଲେ ମାଓବାଦୀ । ୨ଟି ଜେସିବି ସହ ଗୋଟିଏ ରୋଲରକୁ ପୋଡ଼ିଛନ୍ତି ମାଓବାଦୀ । ମୁନିଗୁଡ଼ା ବ୍ଳକ୍‌ର ଜଗଦଲପୁର- ଟିକରପଡ଼ା- ଥୁଆପାଡ଼ି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ମାଓବାଦୀ ବିରୋଧ କରିଛନ୍ତି ।…

ଛତିଶଗଡ଼ରେ ଓ ଦନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ୧୩ରୁ ଅଧିକ ଗାଡି ଜାଳି ଦେଲେ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ମଡେନାର ଗାଁ ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା କାମରେ ନିୟୋଜିତ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଓ ଗୋଟିଏ ମୋଟର ସାଇକେଲକକୁ ମାଓବାଦୀ ଜାଳିଦେଇଛନ୍ତି । ଘଟଣାସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଏହି ଘଟଣା ପାଇଁ…