Browsing Tag

naxal

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ମାଲକାନଗିରି (କେନ୍ୟୁଜ): ପୋଲିସ୍- ମାଓବାଦୀ ଗୁଳି ବିନିମୟ । ୬ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଗଡର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ୍ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ମାଓବାଦୀ ଥିବା ସୂଚନା…

ପଣ୍ଡ ହେଲା ନକ୍ସଲ ଯୋଜନା: ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ

ମାଲକାନଗିରି (କେନ୍ୟୁଜ): ପଣ୍ଡ ହେଲା ନକ୍ସଲ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ୩ଟି ସ୍ମୃତି ସ୍ତମ୍ଭ ଧ୍ବଂସ କଲେ । ଦନ୍ତେୱାଡା DRG ଯବାନ ଟେକେଲଗୁଡ଼ା ଘଟଣାରେ ସର୍ଚ୍ଚ ଅପରସେନରୁ ଫେରିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଯବାନଙ୍କୁ…

ନିର୍ବାଚନ ବେଳେ ନକ୍ସଲ ହମଲା, ଦୁଇ ପୋଲିଂ କର୍ମଚାରୀଙ୍କ ସହ ଜଣେ ବିଏସଏଫ କନଷ୍ଟେବଲ ଆହତ

ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ହୋଇଛି ନକ୍ସଲ ହମଲା । ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଚାଲିଛି । ଏପରିସ୍ଥିତିରେ ଏହି ହମଲା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ସୁକମାରେ ଆଇଇଡି…

ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଜଣେ ନକ୍ସଲ ମୃତ 

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ ଅନ୍ତର୍ଗତ ବୋରେଇ ଥାନା ଅନ୍ତର୍ଗତ ଏକବାରି ଜଙ୍ଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଜଣାପଡିଛି I ସୂଚନା ଅନୁଯାଇ ଓଡିଶା ଛତିଶଗଡ ସୀମାନ୍ତ ସ୍ଥାନୀୟ କୁନ୍ଦେଇ ଥାନା…

ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା

ରାୟଗଡା (କେନ୍ୟୁଜ) :  ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି ।  ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଚନ୍ଦ୍ରପୁର କୁ ଗମନାଗମନ ବାଧା ପ୍ରାପ୍ତ…

ନକ୍ସଲ-ପୋଲିସ ଗୁଳିବିନିମୟ, ମହିଳା ମାଓବାଦୀ ମୃତ

ମାଲକାନଗିରି (କେନ୍ୟୁଜ): ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ। ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଗଙ୍ଗଲୁର ଜଙ୍ଗଲରେ ମାଓବାଦୀ ଲୁଚି ଥିବା ଖବର ପାଇ ସର୍ଚ୍ଚ ଅପରେସନ କରାଯାଇଥିଲା।…

ଛତିଶଗଡ଼ର ସୁକମାରେ ମାଓବାଦୀ- ପୋଲିସ ମୁହାଁମୁହିଁ ଘଟଣା, ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମାଓ ସଂଗଠନ କଲା ନିଜକୁ ଦାୟୀ

କେନ୍ୟୁଜ୍(ବ୍ୟୁରୋ):  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କାସଲପାଡ଼ରେ ମାଓବାଦୀ- ପୋଲିସ ମୁହାଁମୁହିଁ ଘଟଣାରେ ୧୭ ଜଣ ଯବାନ ସହିଦ ହେବା ଓ ୧୫ ଯବାନ ଆହତ ହେବା ଘଟଣାରେ ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମାଓ ସଂଗଠନ ସ୍ପଷ୍ଟ କରିଛି । ମାଓବାଦୀମାନେ ଗୋଟିଏ UBGL ସମେତ ୧୬ଟି ଅସ୍ତ୍ର…

ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ, ନକ୍ସଲବାଦ ପ୍ରତି ନିବୃତ୍ତ ରୁହନ୍ତୁ ଯୁବକ ଯୁବତୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ । ନକ୍ସଲଙ୍କୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ କହିଛନ୍ତି କି, ନକ୍ସଲବାଦ ପ୍ରତି ନିବୃତ୍ତ ରୁହନ୍ତୁ ଯୁବକ ଯୁବତୀ । ଗତକାଲି ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ…

ଝାଡଖଣ୍ଡରେ ନକ୍ସଲଙ୍କ ଉନ୍ମକ୍ତ କାଣ୍ଡ, ପୋଡିଦେଲେ ଡଜନରୁ ଅଧିକ ଗାଡି

ଝାଡଖଣ୍ଡ: ଝାଡଖଣ୍ଡର ଲାତେହାର ଜିଲ୍ଲାରେ ନକ୍ସଲମାନେ ତାଣ୍ଡବ ରଚିଛନ୍ତି। ଏହି ଘଟଣା ଚନ୍ଦବା ଥାନା ଅଞ୍ଚଳର ଟୋରି ସ୍ଥିତ ଟିଏସପିସି କୋଲ ସାଇଡିଙ୍ଗର ଅଟେ । ଏଠାରେ ନକ୍ସଲମାନେ ଦୁଇଟି ପୋକଲେନ୍ ସମେତ ଡଜନେ ହାଇୱା ଏବଂ ଟ୍ରକ୍ କୁ ପୋଡି ଦେଇଥିବା ଜଣାପଡିଛି। କୁହାଯାଉଛି କି, ଗୁରୁବାର…

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ କଲେ ଜଣଙ୍କୁ ହତ୍ୟା

ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା । ମୃତକଙ୍କ ହେଲେ କନ୍ଧମାଳ ଫିରିଙ୍ଗିଆ ଥାନା ସୁମରବନ୍ଧ ପଞ୍ଚାୟତର ତିଲର ପାଙ୍ଗା । ତାଙ୍କୁ ପୋଲିସ ଇନଫର୍ମର ଭାବେ ହତ୍ୟା କରିଛନ୍ତି। ଗତ ୧୭ ତାରିଖ ଦିନ ମିଗୁନ ପଦର ନିକଟସ୍ଥ ରାବିଲିଦା ଘାଟି ନିକଟରେ ୩ଟି ପୋଲିଂ ଗାଡି…

ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ସହିଦ

ଛତିଶଗଡ଼(କେନ୍ୟୁଜ୍) : ଛତିଶଗଡ଼ରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ ଯବାନ ସହିଦ। ଛତିଶଗଡ଼ ବିଜାପୁର ପାମେଡ଼ ଜଙ୍ଗଲରେ ଗୁଳି ବିନିମୟରେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ କନେଷ୍ଟବଳ ଅରବିନ୍ଦ ମିଞ୍ଜ ଓ ଏଏସଆଇ ଶୁଖୁ ହାପକାବୋଲି…

ମାତିଲେ ମାଓବାଦୀ : ବନାଞ୍ଚଳ ଅଧିକାରୀଙ୍କ ୪ଟି ବନ୍ଧୁକ ଲୁଟ

ନୟାଗଡ଼ (କେନ୍ୟୁଜ୍) :ନୟାଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ବନ୍ଧୁକ ଲୁଟ୍ । ୪ଟି ବନ୍ଧୁକ ଲୁଟିନେଇଛନ୍ତି ମାଓବାଦୀ । ଏହାସହ ଦଶପଲ୍ଲା ବାଣୀଗୋଚ୍ଛା ପୂର୍ବ ରେଞ୍ଜ ଅଫିସରେ ଭଙ୍ଗାରୁଜା କରିଛନ୍ତି ଲାଲବାହିନୀ । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି। ବନବିଭାଗ ଅଧିକାରୀ ଦଶପଲ୍ଲା…